ଦେଖନ୍ତୁ ଶାଶୂଘରେ କେମିତି ଅଛନ୍ତି ନବ ବିବାହିତ ଅର୍ଚ୍ଚିତା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ଅର୍ଚ୍ଚିତା ଓଡ଼ିଶାରେ ପାଦ ଦେଲା ପରେ ନିଜ ଶାଶୁ ଘରେ କିଭଳି ଜୀବନ ଅତିବାହିତ କରୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ସବ୍ୟସାଚୀ ଏବଂ ଅର୍ଚ୍ଚିତା ପରସ୍ପର କୁ ରାଜସ୍ଥାନ ରେ ବିବାହ ସାରି ଗତ କାଲି ଆସି ଭୁବନେଶ୍ୱର ରେ ପହଞ୍ଚି ଛନ୍ତି । ଏବଂ ତାଙ୍କ ଫ୍ୟାନ ମାନଙ୍କୁ ତାଙ୍କ ବାହାଘର ବିଷୟରେ କହିଛନ୍ତି । ତେବେ ସଭ୍ୟ ପ୍ରଥମେ କହିଛନ୍ତି “ତାଙ୍କୁ ସହ ସହ ଓଡିଶା ର ଦର୍ଶକ ମାନେ ଦେଇଥିବା ଭଲ ପାଇବା ଏବଂ ତାଙ୍କ ସୁଖୀ ଜୀବନ ର କାମନା କରିଥିବା ସମସ୍ତ ଓଡିଶା ବାସୀ ଙ୍କୁ କୋଟି କୋଟି ପ୍ରଣାମ ” । 

 

ତେବେ ଏହା ପରେ ଅର୍ଚ୍ଚିତା ଏବଂ ସଭ୍ୟ ଦୁହେଁ ନିଜର ଘର କୁ ଯାତ୍ରା କଲେ । ତେବେ ସଭ୍ୟ ଅର୍ଚ୍ଚିତା ଙ୍କୁ ଧରି ଘରେ ପହଞ୍ଚିବା ପରେ ସଭ୍ୟ ଙ୍କ ମାଆ ଅର୍ଚ୍ଚିତା ଙ୍କୁ ଵନ୍ଦା ପନା କରି ଭିତରକୁ ନେଇଛନ୍ତି । ଏହା ପରେ ସେ ତାଙ୍କୁ ଓଡ଼ିଆ ରୀତି ରିବାଜ ଅନୁସାରେ ସ୍ୱାଗତ କରିଛନ୍ତି । ଯାହା ବର୍ତ୍ତମାନ ସମୟରେ ବହୁତ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *