ଦେଖନ୍ତୁ ଶାଶୂଘର କେମିତି ଅଛନ୍ତି କୁଆଁରୀ ବୋହୁ ଧରାବାହିକ ର କବିତା ଅପା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କୁଆଁରୀ ବୋହୁ ସିରିଏଲ ରେ ଆକ୍ଟିଙ୍ଗ କରୁଥିବା କବିତା ଅପା ନିଜ ଶାଶୂଘର କିଭଳି ଅଛନ୍ତି ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ କୁଆଁରୀ ବୋହୁ ସିରିଏଲ କୁ ତ ଆପଣ ମାନେ ଦେଖିଥିବେ । ତେବେ ସେଠାରେ ଆକ୍ଟିଂଗ  ସମସ୍ତ ଆକ୍ଟର ମାନଙ୍କ ଅଭିନୟ ଅତ୍ୟନ୍ତ ମନ ମୁଗ୍ଧ କର । ତେବେ ସେମାନେ ନିଜର ଆକ୍ଟିଙ୍ଗ ଏତେ ମାହୀର ନିଜର ଓଡ଼ିଶାରେ ଏକ ସ୍ୱତନ୍ତ୍ର ସ୍ଥାନ ଗଢିପାରିଛନ୍ତି । ତେବେ ଏହି ସିରିଏଲ ଦେଖିବା ପାଇଁ ଲୋକ ମାନଙ୍କ ମଧ୍ୟରେ ଏକ ଉତ୍ସାହ ଭରି ରହିଥାଏ । ତେବେ ବର୍ତ୍ତମାନ ସମ୍ୟରେ ସେଥିରେ ଆକ୍ଟିଙ୍ଗ କରୁଥିବା କବିତା ଅପା ଙ୍କୁ ତ ସମସ୍ତେ ଭଲ ଭାବେ ଜାଣିଥିବେ ।

 

 ତେବେ କବିତା ଅପା ବର୍ତ୍ତମାନ ସମୟରେ ବିବାହ କରିଛନ୍ତି । ତେବେ ସେ ସେଠାରେ ବହୁତ ଖିସି ଅଛନ୍ତି ବୋଲି ନିଜର ଫ୍ୟାନ ମାନଙ୍କୁ ଏକ ଭିଡ଼ିଓ ମାଧ୍ୟମରେ କହିଛନ୍ତି । ତେବେ କବିତା ଅପା ବର୍ତ୍ତମାନ ନିଜ ସ୍ୱାମୀ ଏବଂ ଶାଶୁ ଙ୍କୁ ନେଇ ବାହା ହେବା ପରେ ପ୍ରଥମ ଥର ପାଇଁ ପୁରୀ ବୁଲିବାକୁ ଆସିଛନ୍ତି। ତେବେ ଯାହାର ଭିଡ଼ିଓ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *