ଦେଖନ୍ତୁ ସଭ୍ୟସାଚୀ ଏବଂ ଅର୍ଚ୍ଚିତା ଙ୍କ ରିସେପସନ ପାର୍ଟି ରେ ଭୂମିକା , ଏଲିନା ଏଵଂ ବୁଦ୍ଧାଦିତ୍ୟ ଙ୍କ ମସ୍ତି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ରିସେପସନ ପାର୍ଟି ରେ ନଜର ଆସିଥିବା ହିରୋ ହିରୋଇନ ଏବଂ ଅନ୍ୟ ସୁପରଷ୍ଟାର ମାନଙ୍କ  ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗତ ସୋମବାର ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ ହୋଇଥିଲା । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ । ତାହା ସତ ହେଲା । ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା  ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ । 

 

ତେବେ ସେମାନେ ଫେରିବା ପରେ ବହୁ ସ୍ଥାନ କୁ ବୁଲାବୁଲି କରିବା ସହ ପ୍ରଥମ ଥର ପାଇଁ ଉଭୟ ଯୋଡି ବର୍ତ୍ତମାନ ସମୟରେ ଓଡିଶା ରେ ତାଙ୍କ ସମସ୍ତ ବନ୍ଧୁ ମାନଙ୍କୁ ଏକ ହୋଟେଲ ରେ ଭୋଜି ଆୟୋଜନ କରି ଡାକିଛନ୍ତି । ଯେଉଁଥିରେ ଓଡ଼ିଶାର ବିଭିନ୍ନ ନାମୀଦାମୀ କଳାକାର ଏବଂ ସିରିଏଲ ଆକ୍ଟର ମାନେ ଯୋଗ ଦେଇଛନ୍ତି । ଓଡ଼ିଆ ସିନେ ଜଗତର ବହୁ ଚର୍ଚ୍ଚିତ ହିରୋ ହିରୋଇନ ଏଲିନା , ଭୂମିକା ଏବଂ ବୁଦ୍ଧାଦିତ୍ୟ ଙ୍କ ଭଳି ଦିଗଜ୍ଜ କଳାକାର ମାନେ ମଧ୍ୟ ଯୋଗ ଦେଇ ବହାଘର ରିସେପସନ କୁ ଉପଭୋଗ  କରିଥିଲେ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *