ଦେଖନ୍ତୁ ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ ରିସେପସନ ର ସମ୍ପୂର୍ଣ୍ଣ ଭିଡ଼ିଓ। 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଅର୍ଚ୍ଚିତା ଏବଂ ସଭ୍ୟସାଚୀ ଙ୍କ ବାହାଘର ରିସେପସନ ସମୟ ର କିଛି ଫୋଟୋ ଏବଂ ଭିଡ଼ିଓ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବହୁ ସମୟ ର ଅନ୍ତଃ ଘଟାଇ ଓଲିଉଡ ଇଣ୍ଡଷ୍ଟ୍ରି ର ଦୁଇ ସୁପରଷ୍ଟାର ଅର୍ଚ୍ଚିତା ଏବଂ ସଭ୍ୟସାଚୀ ବିବାହ କରିଛନ୍ତି । ତେବେ ଯାହାର ଅପେକ୍ଷା ରେ ସାରା ଓଡିଶା ଚାହିଁ ରହିଥିବା ବେଳେ ସେମାନେ ଓଡିଶା ଠାରୁ ବୋହୁ ଦୂରରେ ରାଜସ୍ଥାନ ରେ ବାହା ହୋଇଛନ୍ତି । ତେବେ ଓଡ଼ିଶାର ଲୋକ ମାନେ ସେମାନଙ୍କ ବାହାଘର ର ସମସ୍ତ ଅପଡେଟ କୁ ଚାତକ ଭଳି ଚାହିଁ ରହିଛନ୍ତି ।

 

ତେବେ ବର୍ତ୍ତମାନ ସଭ୍ୟ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ନିଜ ଵାହାଘର ର ଏକ ଛୋଟ ଭିଡ଼ିଓ ଛାଡିଛନ୍ତି । ଯେଉଁଥିରେ ସେ ବର ହୋଇ ଘୋଡା ଉପରେ ବସିଛନ୍ତି । ବେଦୀ କୁ ଯିବା ପୂର୍ବରୁ ତାଙ୍କର ହାତ ଟେକା ନାଚ ଏବଂ ଅର୍ଚ୍ଚିତା ନିଜ ସହଯୋଗୀ ମାନଙ୍କ ସହ ବେଦୀ କୁ ଆସିବାର ଦୃଶ୍ୟ ସବୁ ଏହି ଭିଡ଼ିଓ ମାଧ୍ୟମରେ ଆପଣ ମାନେ ଦେଖିବାକୁ ପାଇବେ । ତେବେ ବର୍ତ୍ତମାନ ସମୟରେ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ରିସେପସନ ପାର୍ଟି ସେହି ରାଜସ୍ଥାନ ରେ ସେଲିବ୍ରେସନ କରିବା ସହ ତାହାର ସମ୍ପୂର୍ଣ୍ଣ ଭିଡ଼ିଓ ବର୍ତ୍ତମାନ ସମୟରେ ନିଜ ସୋସିଆଲ ମିଡ଼ିଆ ରେ ଚଡି ଚର୍ଚ୍ଚା ସାଉଁଟିଛନ୍ତି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *