ଦେଖନ୍ତୁ ୨୬ ତାରିଖ ଭାରତ ବନ୍ଦ ରେ କଣ ଖୋଲା ରହିବ ଓ କଣ ବନ୍ଦ…

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡିଶା ଖବର ମିଡ଼ିଆ କୁ ଆଜି ଆମେ ଜାଣିବା ଆଗାମୀ ୨୬ ରେ ହେବାକୁ ଯାଉଥିବା ଭାରତ ବନ୍ଦ ରେ କଣ ଖୋଲା ରହିବ କଣ ବନ୍ଦ ରହିବ ଆସନ୍ତୁ ଜାଣିବା । ଖବର ଟିକୁ ଆରମ୍ଭରୁ ଶେଷ ପର୍ଯନ୍ତ ପଢିଲେ ଜାଣିପାରିବେ ।

ଚାଷୀ ଆନ୍ଦୋଳନ ଦିନକୁ ଦିନ ତୀବ୍ର ତର ହେବାକୁ ଲାଗିଥିବା ବେଳେ । ସରକାର ଏହି ବିଷୟରେ କିଛି ବି ଷ୍ଟେପ ନେଉ ନାହାନ୍ତି । କୃଷକ ମାନେ ଏହା ପୂର୍ବରୁ ବି ଭାରତ ବନ୍ଦ ଡାକରା ଦେଇସାରିଛନ୍ତି । ହେଲେବି ସରକାର କିଛି ଶୁଣୁନାହାନ୍ତି ଏହାକୁ ଲକ୍ଷ୍ୟ କରି କୃଷକ ମାନେ ୨୬ ତାରିଖ ବନ୍ଦ ଡାକରା ଦେଇଛନ୍ତି । ଏହି ଭାରତ ବନ୍ଦ ରେ

ମେଡିକାଲ ଓ ଔଷଧ ଦୋକାନ ଖୋଲା ରହିବ । ଆଉ ସବୁ ବନ୍ଦ ରହିବ ଦୟାକରି ସମସ୍ତିଙ୍କୁ ଅନୁରୋଧ ଯେ ଆପଣମାନେ ଘରୁ ବାହାରକୁ ବାହାରିବେ ନାହିଁ ଯଦି ମେଡ଼ିକାଲ କେଶ ତେବେ ନିଶ୍ଚୟ ଯାଇପାରିବେ ।

ଯଦି ଆମର ଏହି ଖବର ଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ତଳେ ଗୋଟିଏ ଲାଇକ ଓ ପୋଷ୍ଟ ରେ ଗୋଟିଏ ସେୟାର କରନ୍ତୁ । ପ୍ରଭୁ ଜଗନ୍ନାଥ ଙ୍କ କୃପାରୁ ଆପଣଙ୍କ ଦିନଟି ମଙ୍ଗଳମୟ ହେଉ ।

Leave a Reply

Your email address will not be published. Required fields are marked *