ଦେଖନ୍ତୁ LIVE ଭିଡ଼ିଓ କେମିତି ଚାଲିଥିଲା ପାହାଡ ତଳେ ରାସଲୀଳା । ଏମିତି ମଜି ଯାଇଥିଲେ ….

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆଜି ଆମେ କହିବୁ ଦେଖିଇବୁ ଆଉ ଏକ ଭାଇରଲ ଭିଡ଼ିଓ । ଆପଣ ଏହି ଖବର ଟିକୁ ଆରମ୍ଭ ରୁ ସେସ ପର୍ଯନ୍ତ ପଢନ୍ତୁ । ଆପଣ ମାନେ ଜାଣିଥିବେ ଯେ ଦେହର ଭୋକ ପାଇଁ ପ୍ରେମୀ ଯୁଗଳ ମାନେ ନିଜ ହିତା ହିତ ଜ୍ଞାନ ଭୁଲି ସ୍ଥାନ କାଳ ପାତ୍ର ନଧେଖି …

ରାସଲୀଳା କରୁଛନ୍ତି । ହେଲେ ଏବେ ଯୁଗ ବହୁତ ଖରାପ ଏବେ ସ୍ମାର୍ଟଫୋନ ଓ ଇଣ୍ଟରନେଟ ଯୁଗ । ସମସ୍ତିଙ୍କ ହାତରେ ୨ ଟି ମୋବାଇଲ ଅତିକମରେ ଓ ଗୋଟିଏ ସ୍ମାର୍ଟଫୋନ ନିଶ୍ଚିତ ଥିବ । ସ୍ମାର୍ଟଫୋନ କିଛି ମାତ୍ର ଭଲ ବହୁତ ମାତ୍ର ରେ ଖରାପ ପ୍ରଭାବ ପକାଉଛି ଯେମିତି ଏହି ଭିଡ଼ିଓ କୁ ସ୍ମାର୍ଟଫୋନ ରେ ରେକର୍ଡ଼ିଂଗ କରି ସୋସିଆଲ ମିଡ଼ିଆ ରେ ଛଡା ଯାଉଛି ଆସନ୍ତୁ ଜାଣିବା କଣ ଘଟିଛି ଏ ପ୍ରେମୀ ଯୁଗଳ ଙ୍କ ସହ ଏହି ପ୍ରେମୀ ଯୁଗଳ କେଉଁଠିକାର ଆମେ ଜାଣିନୁ କିନ୍ତୁ ଏମାନେ ରାସ୍ତା କଡରେ ଥିବା ପାହାଡ ପଚାପଟେରେ ଚୁମ୍ବନ କରୁଥିବା ବେଳେ କିଛି ପିଲା ରେକର୍ଡ଼ିଂଗ କରିଥିଲେ । ଏହି ସମୟରେ ଯୁବକ ମୋବାଇଲ ଦେଖି ଦୂରକୁ ଚାଲିଯାଇଥିଲେ ଓ ଯୁବତୀ ନିଜ ଓନି ରେ ମୁଂହ ଢାଙ୍କି ଦେଇଥିଲେ । କିନ୍ତୁ ସେହି ରେକର୍ଡ଼ିଂଗ କରିଥିବା ଯୁବକ ମାନେ ଏହାକୁ ସୋସିଆଲ ମିଡ଼ିଆ ରେ ଭାଇରଲ କରିଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *