ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ । ବନ୍ଧୁଗଣ ଆଜି ଆପଣ ଙ୍କ ପାଇଁ ଏମିତି ଦମଦାର ଖବର ନେଇ ଆସିଚି ଯାହା ଜାଣିବା ଦ୍ଵାରା ଏ ସଭ୍ୟ ସମାଜ କୁ ଘୃଣା କରିବେ । ଖବର ପୁରା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ ।
ବନ୍ଧୁଗଣ ଆପଣ ଜାଣିଛନ୍ତି ବର୍ତମାନ ସମୟ ର ପ୍ରେମ ଏବଂ ପୁରାତନ କଳା ର ପ୍ରେମ ମଧ୍ୟ ରେ ବହୁତ୍ କିଛି ତାରତମ୍ୟ ଅଛି । କିନ୍ତୁ ଏବେକାର ଜଉ ପ୍ରେମ ଝିଅ ପୁଅ ମାନେ ପ୍ରେମ ନାରେ କଳଙ୍କ । ଏମାନେ ପ୍ରେମ ଖାଲି ନା କୁ ମାତ୍ରା । ଏମାନଙ୍କର ମୂଳ ଉଦ୍ଦେଶ୍ୟ ହେଉଛି ରୋମାନ୍ସ ଏବଂ ସେକ୍ସ । ବନ୍ଧୁଗଣ ସେମିତି ଜଣେ ପ୍ରେମୀ ଯୋଗଲକୁ କୁ ଧରି ହଟ ହଟା କରାଯାଇଛି ।
ବଲାଙ୍ଗୀର ରେ ପ୍ରେମୀ ଯୋଗଳ ଙ୍କ ଭିଡ଼ିଓ ଭାଇରାଲ୍ । ମୁରିବାଲ୍ ବ୍ଲକ ଘୁସୁରାମୁଣ୍ଡ ଜଙ୍ଗଲ ରୋମାନ୍ସ କରୁଥିବା ସମୟରେ ରେ ପ୍ରେମିଯୋଗଳ ଙ୍କୁ ଏକୁଟିଆ ଦେଖି ସେଠିକାର କିଛି ଯୋବାକ ତାଙ୍କୁ ନିର୍ଯାତନା ଦବା ସହ ତାଙ୍କ ସହ ଖରାପ୍ ବେବହର୍ କରିଥିଲେ । ଏବଂ ଯୁବକ ମାନଙ୍କର ର ନିର୍ଯାତନା ରେ ଝିଅ ଟି ବେହୋସ୍ ହୋଇପଡ଼ିବା ଦେଖିବାକୁ ମିଳିଛି । ଏଥି ପାଇଁ ଥାନା ରେ କୌଣସି କେଶ୍ ଦାୟର ଯାଇନଥିବା ବେଳେ ଏହାକୁ ପୋଲିସ ତା ନିଜ ଆଡୁ କେଶ୍ ଦାୟର କରି ପ୍ରେମୀ ଯୋଗଳ ଙ୍କୁ ନିର୍ଯାତନା ଦେଇଥିବାବେ ଏବଂ ଭିଡିଓ ଭାଇରାଲ କରିଥିବା ଅଭିଯୋଗ ରେ ଦୁର୍ବୃତ୍ତ ମନକୁ ଧରିବାକୁ ଉଦ୍ୟମ ଚାଲିଛି ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।