ଦେଖ ଭାଇରଲ ଭିଡ଼ିଓ : କାହ୍ନିକି ଭାବ ବିହୋଳ ହୋଇଗଲେ ମୁଖ୍ୟମନ୍ତ୍ରୀ ? କଳାହାଣ୍ଡି ରେ ଏମିତି କଣ ହେଲା ଏହାର ପ୍ରକୃତ କାରଣ କଣ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କଳାହାଣ୍ଡି ରେ ହୋଇଥିବା ଘଟଣା ବିଷୟରେ ଯାହା ପାଇଁ ମୁଖ୍ୟମନ୍ତ୍ରୀ ଭାବ ବିଭଳିତ ହୋଇଗଲେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ଆପଣ ମାନେ ଜାଣିଥିବେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଗତ ମକର ସଂକ୍ରାନ୍ତି ଦିନ ଦିନିକିଆ ଗସ୍ତ ରେ ଯାଇ ୨୦୮୫ କୋଟି ଟଙ୍କାର ବିଭିନ୍ନ ପ୍ରୋଜେକ୍ଟ ର ଶିଳାନ୍ୟାସ କରିଥିଲେ । ତେବେ ସେହି ଦିନ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୫୪ ପ୍ରୋଜେକ୍ଟ ର ଉଦଘାଟନ କରିବା ସହ ୫୨ ଟି ପ୍ରୋଜେକ୍ଟ ର ଶିଳାନ୍ୟାସ କରିଥିଲେ ।

 

 ତେବେ ସେହି ପ୍ରୋଜେକ୍ଟ ର ଶିଳାନ୍ୟାସ କରିବା ପାଇଁ ଯାଇଥିବା ବେଳେ ସେଠାରେ ତାଙ୍କ ସାମ୍ନା ରେ ପୂର୍ବ କଳାହାଣ୍ଡି ର ପ୍ରକୃତ ନଗ୍ନ ଚିତ୍ର ପରିବେଷଣ କରିଥିଲେ ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ । ତାଙ୍କର ଭୋକ ଦାରିଦ୍ର୍ୟତା କୁ ସେ ସେହି ସ୍ଥାନ ରେ ଏକ ନୃତ୍ୟଙ୍ଗନା ମାଧ୍ୟମରେ ପରିବେଷଣ କରିଥିଲେ । ଯାହାକୁ ଦେଖି ଜଣେ ପ୍ରକୃତ ଓଡିଶା ପ୍ରେମୀ ମଣିଷ ର ହୃଦୟ ରୁ ଅଶ୍ରୁ ଝରି ଗଲା । ଯାହା ବର୍ତ୍ତମାନ ଚର୍ଚା ର ବିଷୟ ପାଲଟିଛି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *