ଦେଖ ଭାଇରଲ ଭିଡ଼ିଓ : ସେଲଫି ହେଲା କାଳ। କଣ ହେଲା ଜାଣନ୍ତୁ ପ୍ରକୃତ ଘଟଣା…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସେଲଫି କୁ ନେଇ କିଭଳି ଜଣେ ଯୁବତୀ ଙ୍କ ଜୀବନ ଚାଲିଯାଇଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ବର୍ତ୍ତମାନ ଯୁବ ପିଢ଼ି ଙ୍କ ମଧ୍ୟରେ ସେଲଫି କୁ ନେଇ ଯଉ କ୍ରେଜ ଦେଖା ଗଲାଣି ସେମାନେ ସେଲଫି ପାଇଁ ନିଜ ଜୀବନକୁ ମଧ୍ୟ ବାଜି ରେ ଲଗାଇ ଦେଉଛନ୍ତି । 

ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ର ରାଜଗାଙ୍ଗପୁର ଅଞ୍ଚଳ ରେ । ଝିଅ ଟି ର ନାମ ଅନୁପମା ନିର୍ବନ୍ଧ ସରିଥିଲା । ଘର ଲୋକ ଙ୍କ ସହ ବଣଭୋଜି କରିବାକୁ ପାଖ ଏକ ପାହାଡ଼ କୁ ଯାଇଥିଲେ । ତେବେ ସେହି ପାହାଡ଼ ରୁ ଝରି ପଡ଼ିଛି ଝରଣା ର ଏକ ସ୍ରୋତ । ତେବେ ସେହି ସ୍ରୋତ ଟି ଅତି ପ୍ରଖର ମଧ୍ୟ ଜଣାପଡୁଥିଲା । କିନ୍ତୁ ସେଲଫି ନେବାର ଯେଉଁ ଇଚ୍ଛା ଆଗରେ ଏ ସ୍ରୋତ କିଛି ନୁହେଁ ବୋଲି ଆଜିର ଯୁବ ପିଢ଼ି ମାନଙ୍କ ଭାବନା । ନହେଲେ ଏତେ ନିକଟକୁ ଯାଇ ଫୋଟୋ ଉତ୍ତୋଳନ କରିବା ପାଇଁ କେହି କେବେ ଚେଷ୍ଟା କରିବେ ନାହିଁ।  

 

ତେବେ ଫୋଟୋ ଉଠାଇଲା ବେଳେ ଆଉ ଜଣେ ଲୋକ ଙ୍କ ସେହି ସ୍ଥାନରେ ଗୋଡ଼ ଖସିଗଲା ଯାହା ଫଳରେ ସେ ଅନୁପମା ଙ୍କ ସହ ଧକା ହେଲେ ସେ ଲୋକ ତ ବଞ୍ଚିଗଲା କିନ୍ତୁ ଅନୁପମା ଆଉ ଫେରିଲା ନାହିଁ । ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ ଆସି ବହୁ ଖୋଜା ଖୋଜି କଲେ । ଦୀର୍ଘ ୨୨ ଘଣ୍ଟା ପରେ ଗଳିତ ମୃତ ଦେହ ଉଦ୍ଧାର କଲା ଅଗ୍ନିଶମ ବିଭାଗ ର କର୍ମଚାରୀ ମାନେ । ତେବେ ଆପଣ ମାନଙ୍କୁ ବିନୀତ ଅନୁରୋଧ ସେଲଫି ନେବା ପାଇଁ କେବେହେଲେ ବି ରିସ୍କ ନିଅନ୍ତୁ ନାହିଁ । ଜୀବନ ଥିଲେ ଆପଣ ବହୁତ ସେଲଫି ନେଇ ପାରିବେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *