ଦେଖ ଭିଡିଓ : କଂଗ୍ରେସ ବିଧାୟକ ସୁର ରାଉତ ଙ୍କ ନୂତନ ବର୍ଷ ପାଇଁ ଏକ ନୂତନ ସଙ୍ଗୀତ । ଓଡିଶା ଟୋକା ଙ୍କ ଛାତି ଥରା ନୂତନ ସଙ୍ଗୀତ । ହଇ ଛଇ ସୃଷ୍ଟି କଲାଣି ଓଡ଼ିଶାରେ। 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କଂଗ୍ରେସ ବିଧାୟକ ସୁର ରାଉତ ଙ୍କ ନୂତନ ବର୍ଷ ପାଇଁ ଏକ ନୂତନ ସଙ୍ଗୀତ ଯାହା ସମସ୍ତ ଓଡିଶା ବାସୀ ଙ୍କୁ ନୂତନ ବର୍ଷ ପାଇଁ ସୁର ରାଉତ ଭେଟି ଦେବାକୁ ଯାଉଛନ୍ତି ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ କଂଗ୍ରେସ ର  ବିଧାୟକ ସୁର ରାଉତ ଙ୍କୁ ଭଲ ଭାବେ ଜାଣିଥିବେ । ତେବେ ସେ ଓଡ଼ିଶା ର ଖୋର୍ଦ୍ଧା ଜିଲ୍ଲା ର ଜଟଣୀ ନିର୍ବାଚନ ମଣ୍ଡଳୀ ରୁ କଂଗ୍ରେସ ରୁ ଟିକେଟ ପାଇ ନିର୍ବାଚିତ ହୋଇ ଜିତି ସେ ବର୍ତ୍ତମାନ ସେଠାକାର ବିଧାୟକ ଭାବେ ସାରା ଓଡ଼ିଶାରେ ଘରେ ଘରେ ପରିଚିତ । ତାଙ୍କର ଯଉ ଵାଣୀ ସାରା ଓଡ଼ିଶାରେ ଚହଲ ସୃଷ୍ଟି କରୁଛି । 

 

ତେବେ ଓଡିଶା ର ଘରେ ଘରେ ପରିଚିତ ଥିବା ସୁର ରାଉତରାୟ ତାଙ୍କ କଥା ତଥା ତାଙ୍କ ଭାଷା କୁ ନେଇ ସଦା ସର୍ବଦା ସେ ଚର୍ଚ୍ଚିତ ରହିଥାନ୍ତି । ସେ କିଛିଦିନ ତଳେ ଏକ ସଙ୍ଗୀତ ନିର୍ଦେଶକ ଦ୍ୱାରା ଏକ ସଙ୍ଗୀତ ବୋଲି ସାରା ରାଜ୍ୟ ରେ ହଇ ଛଇ ସୃଷ୍ଟି କରିଥିଲେ । ଏହା ପରେ ବର୍ତ୍ତମାନ ସେ ପୁଣି ଏକ ନୂତନ ସଙ୍ଗୀତ ବୋଲି ଓଡିଶା ବାସୀ ଙ୍କ ହୃଦୟ ରେ ସ୍ଥାନ ଦେଇ ଥିବାର ଜଣା ପଡୁଛି ।

 

 ସେ କୁହନ୍ତି କି “କୌଣସି କାମ କରିବାର କୌଣସି ସଠିକ ବୟସ ନଥାଏ , ମନ ରେ ଥିବା ସମସ୍ତ କାର୍ଯ୍ୟ କୁ ଆପଣ ନିଶ୍ଚିତ କରି ପାରିବେ । ସେଥିପାଇଁ କେବେହେଲେ ବୟସ ବାଧା ଦେବ ନାହିଁ । ଏହା ସହ ଏହି ଗୀତ କୁ ସାରା ଓଡିଶା ବାସୀ ଙ୍କୁ ନବ ବର୍ଷ ର ଉପହାର ସଦୃଶ  ଦେଇ ଛନ୍ତି ବୋଲି ସେ କହିଛନ୍ତି ।”

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *