ଦେଖ ଭିଡ଼ିଓ : ନଦୀ ଭିତରେ ବୁଡାଳୀଙ୍କ ସହ ଏମିତି କଲା ଆନକୋଣ୍ଡା ଆପଣ ଆଖିରେ ଦେଖି ପାରିବେନି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିପରି ଜଣେ ସ୍କୁବା ଡ୍ରାଇଭ ନଦୀ ଭିତରକୁ କ୍ୟାମେରା ନେଇ ଯାଇଥିଲେ ସେଠାରେ ସେ ଯାହା ଦେଖିଲେ ଜଣିଲେ ଆପଣଙ୍କ ରୁମ ଟାଙ୍କୁରି ଉଠିବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବହୁତ ଲୋକ ଙ୍କ ବହୁତ କିଛି ସଉକ ଥାଏ  ।  କାହାର ସାଇକେଲ ଚଳାଇବା ହେଉ କିମ୍ବା କାହାର ପାହାଡ଼ ଚଢିବା ହେଉ କିମ୍ବା କାହାର ଏରୋପ୍ଲେନ ରୁ ଡେଂଇବା ହେଉ । ଏଭଳି କିଛି ଲୋକ ଅଛନ୍ତି ଯେଉଁ ମାନଙ୍କ ସଉକ ହେଉଛି ଗଭୀର ଜଳ ରାଶି ରେ ଗହୀର କୁ ଯାଇ ସେଠାରେ ଥିବା ଜୀଵ ମାନଙ୍କ ଫୋଟୋ ଉତ୍ତୋଳନ କରିବା । ତାହାକୁ ସ୍କୁବା ଡ୍ରାଇଭର କୁହାଯାଏ । 

 

ତେବେ ସେହିଭଳି ଆମେରିକା ର ଜଣେ ସ୍କୁବା ଡ୍ରାଇଭର ଫୋର୍ଡ ଲୁଇସ ଯିଏ କି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ତାଙ୍କର ଏକ ଭିଡିଓ ଅଧିକ ଭାଇରାଲ ହେବାରେ ଲାଗିଛି । ସେ ଆମେରିକା ର ରେଡ଼ ନଦୀ ର ଗହୀର କୁ ଯାଇଥିଲେ ସେଠୀକ ଭିତରକୁ ଗଲା ପରେ ତାଙ୍କର ଭେଟ ହେଲା ଏକ ବିଶାଳ ଆନାକୋଣ୍ଡା ସହ । 

 

ସେଠାରେ ସେ ତାକୁ ଦେଖି ଆଶ୍ଚର୍ଯ୍ୟ ତ ହୋଇଯାଇଥିଲେ । କିନ୍ତୁ ଆନାକୋଣ୍ଡା ଟି ଶାନ୍ତ ଥିବାରୁ ସେ ତାଙ୍କର କିଛି କରିନଥିଲା । ସେ ଆନାକୋଣ୍ଡା ର ଚତୁର୍ପାଶ୍ୱ ବୁଲି ଫୋଟୋ ଉତ୍ତୋଳନ କରିଥିଲେ ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *