ଦେଶରେ ରେକର୍ଡ଼ ଭାଙ୍ଗିଲା ଦୈନିକ କରୋନା ସଂକ୍ରମଣ । ଲୋକେ ଆତଙ୍କିତ ହୋଇପାରେ ଲକଡାଉନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଦେଶରେ ରେକର୍ଡ ଭାଙ୍ଗିଥିବା କରୋନା ସଂକ୍ରମଣ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ଭାରତ ରେ କରୋନା ର ଦୂତୀୟ ଲହର ଆରମ୍ଭ ହୋଇ ସାରିଲାଣି । ଜାହାକୁ ନେଇ ସମସ୍ତ ଦେଶବାସୀ ଆତଙ୍କିତ ଅବସ୍ଥା ରେ ରହୁଛନ୍ତି । ତେବେ ସୂଚନା ମୁତାବକ ବର୍ତ୍ତମାନ ସୁଦ୍ଧା ଦେଶ ରେ ୧ ଲକ୍ଷ ୧୫ ହଜାର ୭୩୬ ଜଣ କରୋନା ଆକ୍ରାନ୍ତ ଚିନ୍ହଟ ହୋଇଛନ୍ତି । ଯାହାକି ଆର ବର୍ଷ ତୁଳନାରେ ରେକର୍ଡ ସୃଷ୍ଟି କରିଛି । 

 

ଏହା ସହିତ ୫୯ ହଜାର ୮୬୭ ଜଣ ରୋଗୀ ବର୍ତ୍ତମାନ ସୁଦ୍ଧା ସୁସ୍ଥ ହୋଇଥିବା ବେଳେ ୬୩୦ ଜଣଙ୍କର ମୃତ୍ୟୁ ହୋଇଛି । ତେବେ ବର୍ତ୍ତମାନ ସୁଦ୍ଧା ଦେଶ ରେ ୧ କୋଟି ୧୭ ଲକ୍ଷ ୭ ହଜାର ୮୬୫ ରେ ପହଞ୍ଚି ଛି କରୋନା ସଂଖ୍ୟା ଯେଉଁଥିରୁ ୧ କୋଟି ୧୬ ଲକ୍ଷ ୬ ହଜାର  ୨୩୫ ଜଣ ସୁସ୍ଥ ହୋଇଛନ୍ତି । ଆକ୍ରାନ୍ତ ତେବେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶ ରେ ୭୬୦ ଜଣ ଲୋକ ସୁସ୍ଥ ହୋଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *