ଧରା ପଡିଲା ସଭ୍ୟ ଏବଂ ଅର୍ଚ୍ଚିତା ଙ୍କ  ମିଛ । ସଭ୍ୟସାଚୀ କାହିଁକି ଅର୍ଚ୍ଚିତା ଙ୍କୁ ଲୁଚାଇ କରିଲେ ବିବାହ । ଜଣା ପଡିଲା ସମ୍ପୂର୍ଣ୍ଣ ସତ୍ୟ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ସଭ୍ୟ ଏବଂ ଅର୍ଚ୍ଚିତା କାହିଁକି ଲୁଚି କରି ବିବାହ କଲେ ଏବଂ ଏହା ପଛରେ ରହିଥିବା କାରଣ ସମ୍ପର୍କରେ କହିବାକୁ ଯାଉଛୁ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ସଭ୍ୟ ଏକ ସମୟରେ ନିଜ କଲେଜ ଦିନ ର ସାଙ୍ଗ ସୀମା ଙ୍କୁ ବିବାହ କରିଥିଲେ । ତେବେ ପରବର୍ତ୍ତୀ ସମୟରେ ସୀମା ଙ୍କ ସହ ତାଙ୍କର ଵିଵାହ ବିଚ୍ଛେଦ ହୋଇଥିଲା । କିନ୍ତୁ ବହୁ ସମୟ ଧରି ଅର୍ଚ୍ଚିତା ଏବଂ ସଭ୍ୟ ପରସ୍ପର କୁ ଭଲ ପାଉଥିବାର ନେଇ କଥା ଚାଲିଥିଲା । କିନ୍ତୁ ଏହାକୁ ସବୁବେଳେ ଦୁହିଁ ଜଣ ଖଣ୍ଡନ କରୁଥିଲେ । ତେବେ ପରବର୍ତ୍ତୀ ସମୟରେ ଅର୍ଚ୍ଚିତା ସଭ୍ୟ ଙ୍କୁ ନିଜ ଆଡୁ ତାଙ୍କୁ ବିବାହ କରିବା ପାଇଁ କହିଥିଲେ । 

 

ତେବେ ଏହାକୁ ଶୁଣି ସଭ୍ୟସାଚୀ ଖୁସି ହେବା ସହ ଏହାକୁ ଗୋପନ ରେ ବିବାହ କରିବା ନେଇ ନିଷ୍ପତି ନେଇଥିଲେ । ସେଥିପାଇଁ ଦୁହିଁ ଜଣ ପରସ୍ପର କୁ ଗୋପନ ରେ ମୁଦି ପିନ୍ଧାଇବା ସହ ବାହାଘର ପାଇଁ ଶୁଭ ଦିନ ନିର୍ଣ୍ଣୟ କରିଥିଲେ । ତେବେ ଗତ କାଲି ରାଜସ୍ଥାନ ରେ ରହି ନିଜ ବାହାଘର ର ପୂର୍ବ ଫୋଟୋ ଉଠାଇ ନିଜ ସୋସିଆଲ ମିଡ଼ିଆ ରେ ଛାଡିଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *