ନବମ ଶ୍ରେଣୀ ଛାତ୍ରୀ ସହିତ ଦଶମ ଶ୍ରେଣୀ ଛାତ୍ର  କରୁଥିଲେ କିଛି ଏଭଳି କାର୍ଯ୍ୟ ନଦେଖିଲେ ବିଶ୍ୱାସ କରିହେବନି ।

ନବମ ଶ୍ରେଣୀ ଛାତ୍ରୀ ସହିତ ଦଶମ ଶ୍ରେଣୀ ଛାତ୍ର  କରୁଥିଲେ କିଛି ଏଭଳି କାର୍ଯ୍ୟ ନଦେଖିଲେ ବିଶ୍ୱାସ କରିହେବନି ।

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ କିଭଳି ଭାବେ ନବମ ଶ୍ରେଣୀ ଛାତ୍ରୀ ସହିତ ଜଣେ ଦଶମ ଶ୍ରେଣୀ ର ଛାତ୍ର କରୁଥିଲେ କିଛି ଏଭଳି କାର୍ଯ୍ୟ ନଦେଖିଲେ ବିଶ୍ୱାସ କରିହେବନି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ   ତଥ୍ୟ । 

 

ତେବେ ବର୍ତ୍ତମାନ ର ଯେଉଁ କରନା କାଳ ରେ ପିଲା ମାନଙ୍କ ଅନଲାଇନ କ୍ଲାସ କରିବା ପାଇଁ ଘର ଲୋକ ମାନେ ସେମାନଙ୍କୁ ଗୋଟେ ଗୋଟେ ମୋବାଇଲ ଧରାଇ ଦେଉଛନ୍ତି । ଯାହା ଫଳରେ କିଛି ପିଲା ଏହାକୁ କ୍ଲାସ କରିବା ପାଇଁ ବ୍ୟବହାର କରୁଥିବା ବେଳେ ଅନ୍ୟ କିଛ ପିଲା କ୍ଲାସ କରିବା ବଦଳରେ ଅନ୍ୟ କିଛି କାର୍ଯ୍ୟ କରୁଛନ୍ତି । ତେବେ ସେମାନେ କଣ କରୁଛନ୍ତି ଆସନ୍ତୁ ଜାଣିବା । 

 

ତେବେ ଏହି ଘଟଣା ଟି ହେଉଛି ବିହାର ର ବାଙ୍କ ଜିଲା ର ତେବେ ସେଠାରେ ଏକ ବେସରକାରୀ ସ୍କୁଲ ର ଛାତ୍ର ଛାତ୍ରୀ ଦୁୟ ଘରେ ଅନଲାଇନ କ୍ଲାସ ପାଇଁ ଦେଇଥିବା ମୋବାଇଲ ରେ କ୍ଲାସ ନକରି ପରସ୍ପର ମଧ୍ୟରେ ବର୍ତ୍ତାଳାପ କରିବାରେ ବ୍ୟସ୍ତ ରହୁଥିଲେ । ଏହା ସହ ପରସ୍ପର ମଧ୍ୟରେ କଥା ଆଗକୁ ବଢିବା ମାନେ ଦୁହେଁ ପରସ୍ପରକୁ ସେକ୍ସ କରିବା ପାଇଁ ଡାକି ନିଜ ସ୍କୁଲ ର ଏକ ନିଛାଟିଆ ସ୍ଥାନ କୁ ଝିଅକୁ ଡକିଥିଲା ଝିଅ ଟି ବି ଚାଲିଯାଇଥିଲା ।

 

 କିନ୍ତୁ ସେଠାରେ ସେମାନଙ୍କ ମଧ୍ୟରେ ସମ୍ୱନ୍ଧ ଆରମ୍ଭ ହେବା ସମୟରେ ଝିଅ ର ଜଣେ ପରିଚିତ  ବ୍ୟକ୍ତି ଦେଖି ଦେବା ଫଳରେ , ଝିଅ ଟି କୁ ବହେ ମାରିବା ସହ ପୁଅ କୁ ଗାଁ ଦାଣ୍ଡ ରେ ବାନ୍ଧି ଦେବା ସହ । ସେହି ଦିନ ଠାରୁ ପୁଅ ଏବଂ ଝିଅ ର ମୋବାଇଲ କୁ ଘର ଲୋକ ମାନେ ନେଇଯାଇଥିବା ବେଳେ । ଏହି ଘଟଣା ଟି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *