ନରେନ୍ଦ୍ର ମୋଦି ଙ୍କୁ ମାଙ୍କଡ଼ ର ଆଖ୍ୟା ଦେଲେ ଏହି ଦେଶ ର ପ୍ରଧାନମନ୍ତ୍ରୀ ତେବେ କାହିଁକି ଏବଂ କାରଣ କଣ ଜାଣନ୍ତୁ ?

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ନରେନ୍ଦ୍ର ମୋଦି ଙ୍କୁ ମାଙ୍କଡ଼ ର ଆଖ୍ୟା ଦେଇଥିବା ପ୍ରଧାନମନ୍ତ୍ରୀ ଙ୍କ ବିଷୟରେ ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ମାନେ ଜାଣିଛନ୍ତି ଭାରତ କରୋନା ଟୀକା ପ୍ରସ୍ତୁତ କରିସାରିଛନ୍ତି । ତେବେ ଏଭଳି ସ୍ଥଲେ  ଭାରତ ନିଜର ପଡୋଶୀ ଶତ୍ରୁ ଦେଶ ଙ୍କୁ ଯେଉଁମାନେ କରୋନା ଟୀକା କିଣି ପାରିବାର ସାମର୍ଥ୍ୟ ମଧ୍ୟ ନାହିଁ । ସେହି ଦେଶ ମାନଙ୍କୁ ଭାରତ ରେ ପ୍ରସ୍ତୁତ କଭାସିଲଡ଼ ଟୀକା କୁ ମାଗଣା ରେ ପହଞ୍ଚାଇବା କୁ ଚେଷ୍ଟା କରୁଛନ୍ତି । 

 

 ତେବେ ସେହି ଦେଶ ଗୁଡିକ ହେଲା ମାଲଦୀପ,ବାଂଲାଦେଶ, ନେପାଳ,ଭୁଟାନ ଭଳି ଦେଶ କୁ ଯେଉଁ ମାନଙ୍କ ର ଟୀକା କିଣି ପାରିବାର ସାମର୍ଥ୍ୟ ନାହିଁ ସେହି ମାନଙ୍କୁ ସେ କରୋନା ଟୀକା ମାଗଣା ରେ ଦେବାକୁ କହିଛନ୍ତି ।  ତେବେ ସେ ମଧ୍ୟ କିଛି ଦେଶକୁ ମଧ୍ୟ ଏହି ଟୀକା ପଠାଇ ଦେଇଛନ୍ତି । 

 

ତେବେ ସେହି କଥା କୁ ନେଇ ବ୍ରାଜିଲ ର ପ୍ରଧାନମନ୍ତ୍ରୀ ବୋଲସେନାରୋ ଆମ୍ଭ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କୁ ହନୁମାନ ବା ମାଙ୍କଡ଼ ର ଆଖ୍ୟା ଦେଇଛନ୍ତି । ତେବେ ସେ ଟୁଇଟ କରି କହିଛନ୍ତି ସେହି ଦେଶ ଯେଉଁମାନଙ୍କ ପାଇଁ କରୋନା ଟୀକା ସଂଜୀଵନୀ ବୁଟି ଭଳି ଥିଲା ସେମାନଙ୍କୁ ନରେନ୍ଦ୍ର ମୋଦି ହନୁମାନ ହୋଇ ସେହି ସଂଜୀଵନୀ ବୁଟି କୁ ପ୍ରଦାନ କରିଛନ୍ତି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *