ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଝିଅ ମାନେ ଶରୀର ରେ ଭୁତ ଆସିଲା ଭଳି ନାଚୁଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ର କରୋନା ସମୟରେ ସମସ୍ତ ସ୍କୁଲ କଲେଜ ବନ୍ଦ ଥିଲା । ତେବେ ଗତ କିଛି ଦିନ ହେବ ସ୍କୁଲ କଲେଜ ଆଦି ସବୁ ଖୋଲିବାରେ ଲାଗିଛି । ଘର ବାହାରେ ରହୁଥିବା ପିଲା ଘରୁ ହଷ୍ଟେଲ କୁ ଆସୁଛନ୍ତି । ଆଉ ଏତେ ଦିନ ର ବନ୍ଧୁତା ଙ୍କୁ ପାଖରେ ପାଇଁ ମନ ଖାଲି କନ କନ ହେଉଛି । ଯାହା ଫଳରେ ସେମାନେ ସେହି ମୁହୁର୍ତ୍ତ କୁ ଉପଭୋଗ କରୁଛନ୍ତି । ସେହିପରି ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି ।
ଯେଉଁଥିରେ ୬-୭ ଟି ଝିଅ ନିଜ କଲେଜ ହଷ୍ଟେଲ ରେ ଗୀତ ଲଗାଇ ଉପଭୋଗ କରୁଛନ୍ତି । ଯେଉଁଥିରେ ଝିଅ ମାନେ ଏଭଳି ନାଚୁଛନ୍ତି ସତେ ଯେପରି ସେମାନଙ୍କ ଦେହରେ ଭୂତ ଆସିଛି କି ଆଉ । ତେବେ ଏହାକୁ ଦେଖିଲେ ଆପଣ ହସି ହସି ଗଡିଯିବେ । ତେବେ ଯାହା ବର୍ତ୍ତମାନ ସମୟରେ ଅନଲାଇନ ରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।