ନିଆଁ ଲଗେଇ ମଜା ଦେଖୁଛି ସେହି…. କିଏ ସେହି ଟୋକା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ, କିଏ ସେ ଟୁକା ଯିଏ ଏ ଯାଏଁ ଭି ସାମ୍ନା କୁ ଆସି ନାହାନ୍ତି । ଯାହା ପାଇଁ ପ୍ରାଇଭେଟ୍ ଜାଗା ରେ ଟାଟୁ କରିଥିଲେ ସୋନାଲି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ,ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ସତରେ ଆଜି କାଲି ର ଦୁନିଆ ଛଳନା ହୋଇ ଗଲାଣି । ଏଠି କେହି ମଣିଷ କାହା ଉପରେ ବିଶ୍ୱାସ କରିବା ଉଚିତ୍ ନୁହଁ । ମଣିଷ ଆଜି କାଲି  କେବଳ  ଧୋକା ଓ ଛଳନା  ଶିଖିଛି । ଏଠି କାର ଯୁବ ପିଢ଼ି ମାନେ ପ୍ରେମ କରୁଛନ୍ତି ଓ ପ୍ରେମ ପଛରେ ରହିଛି କେବଳ ଛଳନା । ଲୋଭ , ସେକ୍ସ ଓ ଧୋକା ଛଡ଼ା ଆଉ କିଛି ଭି ଏବେ କା ଲୋକେ ଜାଣି ନାହାନ୍ତି । ଆଜି ରାତି ର ଲୋକେ କେବଳ ଗୋଟିଏ କଥା ବୁଝିଛନ୍ତି ରାତ୍ ଗଈ ବାତ୍ ଗୟ । ଆଜି କାଲି ର ପ୍ରେମ ସହେ ରୁ ଅନେଶତ ଭାଗ ଲୋକ ଅନଲାଇନ ରେ କରୁଛନ୍ତି । ଯାହା ଉପରେ କିଛି ବିଶ୍ୱାସ ନାହିଁ । ଏହି ଅନଲାଇନ ରେ ଯେ କେତେ ପରିମାଣ ର ଠକେଇ ହେଉଛି ତାହା କଳନା କରା ଯାଇ ପାରିବ ନାହିଁ । ଆଜି କାଲି ର ଝିଅ ପୁଅ ଙ୍କ ପ୍ରେମ ତାର ମନ ଦେଖି ହେଉନାହିଁ । କେବଳ କାମନା ଓ ବାସନା ରହୁଛି । 

ଜଣେ ବ୍ୟକ୍ତି ସେ ହେଉଛନ୍ତି  ମୋହିତ ସେ ଏବେ ଅଭିଯୋଗ ଆଣିଛନ୍ତି କି ସେ ଫେସ୍ ବୁକ୍ ରେ ଭଲ ପାଇଥିଲେ ଜଣେ ମହିଳା ଙ୍କୁ ସେ ହେଉଛନ୍ତି ସୋନାଲି ଆଉ ତା ପରେ ପରେ ସେ ମହିଳା ଙ୍କ ଖୁବ୍ ବାଧ୍ୟ ପାଇଁ ତାଙ୍କୁ ବିବାହ କରିଥିଲେ ବିବାହ ର ଚତୁର୍ଥୀ ଦିନ ରାତି ରେ ତାଙ୍କ ନିକଟ କୁ ଗୋଟିଏ କଲ୍ ଆସିଥିଲା ସେହି ମହିଳା ଙ୍କ ପୂର୍ବତନ ପୁରୁଷ ବଂଧୁ ର ଆଉ ସେ ସେହି କଲ୍ ରେ କହିଥିଲେ କି  ସେ ମୋ ସ୍ତ୍ରୀ ତା ଦେହ ରେ ପ୍ରାଇଭେଟ୍ ଜାଗା ରେ ଦେଖ ମୋ ନାମ ରେ ଟାଟୁ ଅଛି ଓ ଆସ୍ତେ ଆସ୍ତେ ତାର କିଛି ଉଲଗ୍ନ ଭିଡିଓ ତାଙ୍କ ସ୍ଵାମୀ ଙ୍କୁ ଦେଇଥିଲେ ଓ ତା ପରେ ସେ ତାଙ୍କ ସ୍ତ୍ରୀ ଙ୍କ ସହିତ କୌଣସି ସମ୍ପର୍କ ରଖିବା ପାଇଁ ଚାହୁଁନଥିଲେ । ହେଲେ ତାଙ୍କ ସ୍ତ୍ରୀ କିଛି ଦିନ ପରେ ଗର୍ଭ ବତି ହୋଇଥିଲେ ହେଲେ ସେ ପିଲା ତାଙ୍କ ସ୍ଵାମୀ ଙ୍କ ର ନୁହଁ ବୋଲି ତାଙ୍କ ସ୍ଵାମୀ ପୋଲିସ  ଆଗରେ କହିଛନ୍ତି ଓ ଏହି ସବୁ କୁ ତଦନ୍ତ ଚାଲିଛି ।

ତେବେ କିଏ ସେ ଚତୁର୍ଥୀ ଦିନ ରାତି ରେ ଫୋନ କଲ୍ କରିଥିଲେ ମୋହିତ ଙ୍କୁ । ଖବର ମୁତାବକ ସେ ଫୋନ କଲ୍ କରିଥିବା ଲୋକ ଟିର ନାମ ଟୁକା ଥିଲା ଯିଏ କି ଜଣେ ଟାଟୁ ଅର୍ଟିଷ୍ଟ୍ ଥିଲେ ସୋନାଲି ଙ୍କ ପୁରୁଣା ପ୍ରେମିକ ମଧ୍ୟ ସେ ତାଙ୍କୁ ଖୁସି କରିବା ପାଇଁ ସୋନାଲି ସେହି ସମୟ ରେ ହିଁ ଟାଟୁ କରି ଦେଇଥିଲେ । ହେଲେ ସୋନାଲି ଙ୍କ ବିବାହ ହୋଇଯାଇଥିବା ଦେଖି ଟୁକା ପାଗଳ ହୋଇଯାଇଥିଲେ ଯାହା ପାଇଁ ତାଙ୍କ ସ୍ଵାମୀ ମୋହିତ ଙ୍କ ଠାରେ ତାଙ୍କ ପ୍ରେମ ର ସମସ୍ତ ଚିତ୍ର ସାମ୍ନା କୁ ଆଣିଥିଲେ ଯାହା ପାଇଁ ତାଙ୍କ ଘର ଭାଙ୍ଗି ଯାଇଛି ଓ ସୋନାଲି ଙ୍କ ପରିବାର ରେ କୋଳହ ଭରି ଯାଇଛି । ତେବେ ସେହି ଟୁକା କିଏ ଯେ ଏ ଯାଏଁ ଭି ସାମ୍ନା କୁ ଆସୁନାହିଁ ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Leave a Reply

Your email address will not be published. Required fields are marked *