ନିଆରା ନିମନ୍ତ୍ରଣ ପତ୍ର QR CODE ସହିତ ଆହୁରି ଅନେକ ଫିଚର ଜାଣିଲେ ଆଶ୍ଚର୍ଯ୍ୟ ହେବେ….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ନିଆରା ବାହାଘର ର ନିମନ୍ତ୍ରଣ ପତ୍ର ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆପଣ ନିମନ୍ତ୍ରଣ ପତ୍ର ସମ୍ପର୍କରେ ଜାଣିଥିବେ । ତେବେ କଣ ଆପଣ ଡିଜିଟାଲ ନିମନ୍ତ୍ରଣ ପତ୍ର ସମ୍ପର୍କରେ ଜାଣିଛନ୍ତି କି । ତେବେ ଆପଣ ମାନେ ସାଧାରଣ ନିମନ୍ତ୍ରଣ ପତ୍ର ରେ ଆପଣ ଦେଖିବାକୁ ପାଇବେ ଯେ ଏହି ନିମନ୍ତ୍ରଣ ପତ୍ର ରେ କେବଳ ବାହାଘର ର ସମୟ ପୁଅ ଝିଅ ଙ୍କ ର ଠିକଣା ଏବଂ କେଉଁ ସ୍ଥାନ ରେ ବାହାଘର ହେଉଛି ସେହି ସ୍ଥାନ ଏବଂ ଖାଇବା ସମୟ ଆଦି ଦିଆଯାଇଥାଏ । କିନ୍ତୁ ବର୍ତ୍ତମାନ ଆମ୍ଭେ ଯେଉଁ ବାହାଘର କାର୍ଡ ସମ୍ପର୍କରେ କହିବାକୁ ଯାଉଛୁ ସେହି ବାହାଘର କାର୍ଡ଼ ରେ ଏକ ଫୋଟୋ ଚିତ୍ରରେ ଆପଣ ସବୁ    ଜାଣିପାରିବେ । 

 

ତେବେ ସେହି ଫୋଟୋ ଚିତ୍ର କୁ ଇଂରାଜୀ ରେ ବାର କୋଡ଼ କିମ୍ବା QR CODE କହୁଛନ୍ତି । ତେବେ ଏହି କୋଡ଼ କୁ ଆପଣ ନିଜ ମୋବାଇଲ ରେ ସ୍କାନ କଲେ ଏହା ଆପଣଙ୍କୁ ବାହାଘର ର ସ୍ଥାନ ଏବଂ ସମୟ ତାରିଖ ସହ ଯଦି ଆପଣ ନ ଯାଇପାରିବେ ତେବେ ଆପଣଙ୍କର ଗିଫ୍ଟ ରୂପକ ଅର୍ଥ ପଠାଇ ପାରିବେ । ତେବେ ଏହା ବର୍ତ୍ତମାନ ମାର୍କେଟ ରେ ଅଧିକ ପ୍ରଚଳିତ ହେଉଥିବା ବେଳେ ଧୀରେ ଧୀରେ ସବୁ ବ୍ୟବହାର କରିବା ଆରମ୍ଭ କରିଦେଲେଣି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *