ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଲୋମ ହର୍ଷଣ କାରୀ ଘଟଣା ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ସୁରଟ ରେ ଦେଖିବାକୁ ମିଳିଛି ଏକ ଲୋମ ହର୍ଷଣ କାରୀ ଘଟଣା ।
ଯାହାକୁ ଆପଣ ବିଶ୍ୱାସ କରିପାରିବେ ନାହିଁ । କିଭଳି ଜଣେ ଏଭଳି ନୃଶଂସ ହୋଇପାରେ । ତେବେ ଘଟଣା ଟି ହେଉଛି ସୁରଟ ର ତେବେ ସେଠାରେ ରହୁଥିବା ଜଣେ ସ୍ଥାନୀୟ ବାସିନ୍ଦା ଯୋଗେଶ ଜଣେ ହୋମିଓପ୍ୟାଥିକ ଡକ୍ଟର ସେ ନିଜ ପତ୍ନୀ ରିୟା ଙ୍କ ସହ ରହୁଥିଲେ । ତେବେ ସେ ଦିନ ୧୦ ରୁ ୬ ପର୍ଯ୍ୟନ୍ତ ପେସେଣ୍ଟ ଦେଖିବା ସହ ସେହିଠାରେ ସେ ଲଞ୍ଚ କରନ୍ତି ।
ତେବେ ସେ ଘରୁ ଏତେ ସମୟ ବାହାରେ ରହିବା କାରଣରୁ ତାଙ୍କ ସାଙ୍ଗ ରୋହିତ ଙ୍କ ସହ ରିୟା ର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଯାହା ଫଳରେ ରିୟା ରୋହିତ ଙ୍କ ବିନା ପାଗଳ ହୋଇଗଲେ । ଥରେ ସେ ରୋହିତଙ୍କୁ ତାଙ୍କ ପତ୍ନୀ ଙ୍କୁ ଛାଡି ତାଙ୍କୁ ବାହା ହୋଇଯିବା କୁ କହିଲେ କିନ୍ତୁ ରୋହିତ ତାଙ୍କୁ ମନା କରିଦେଲେ ।
ଏବଂ ରିୟା ରାଗରେ ତାଙ୍କର ସବୁ ଅନ୍ତରଙ୍ଗ ମୁହୂର୍ତ୍ତ ର ଫଟୋ କୁ ତାଙ୍କ ସ୍ତ୍ରୀ ଙ୍କୁ ଦେଖାଇ ଦେବାକୁ କହିବାରୁ ରୋହିତ ରିୟା ଙ୍କୁ ଇଲେକ୍ଟ୍ରି ଦେଇ ମାରିଦେଲେ । ତେବେ ରୋହିତ ବର୍ତ୍ତମାନ ସୁରଟ ଛାଡି କୁଆଡେ ଚାଲି ଯାଇଥିବା ବେଳେ । ସୁରଟ ପୋଲିସ ତାଙ୍କୁ ଅନବରତ ଖୋଜୁଛି । ତେବେ ଏହି ଘଟଣା ରି ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।