ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ହିରୋଇନ ଲିପି ମହାପାତ୍ର କାହାକୁ ବାହାହେବେ କାହା ସହ ନିର୍ବନ୍ଧ ହୋଇଛି ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ଲିପି ମହାପାତ୍ର ଜଣେ ଭାରତୀୟ ଓଡିଆ ଚଳଚ୍ଚିତ୍ର ଅଭିନେତ୍ରୀ। ଲିପି ମହାପାତ୍ର ହେଉଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର “ଆଲବମ୍ କୁଇନ୍” କାରଣ ସେ ଓଲିଉଡ୍ ମନୋରଞ୍ଜନ ଇତିହାସରେ 300 ରୁ ଅଧିକ ଓଡିଆ ଆଲବମ୍ ଭିଡିଓ ଦେଇଛନ୍ତି । ଲିପି ଙ୍କର ପ୍ରଥମ ଓଡିଆ ଆଲବମ୍ ଗୀତ ହେଉଛି “ମୁ ବିନା ଘୁଙ୍ଗୁର ରେ ନାଚିବି” ଏବଂ ‘ଯାଇଫୁଲ’ ହେଉଛି ଓଡିଆ ଅଭିନେତା ପୁପିନ୍ଦରଙ୍କ ବିପକ୍ଷରେ ତାଙ୍କର ସର୍ବୋତ୍ତମ ହିଟ୍ ଆଲବମ୍ |
“ଓମ୍ ଶାନ୍ତି ଓମ୍” ଜଣେ ମହିଳା ନାୟକ ଭାବରେ ଲିପିଙ୍କର ପ୍ରଥମ ଚଳଚ୍ଚିତ୍ର କରିଥିଲେ । ତେବେ ଲିପି ବର୍ତ୍ତମାନ ଓଡ଼ିଆ ର ତରଙ୍ଗ ରେ ପ୍ରସାରିତ ହେଉଥିବା ଧାରାବାହିକ ତାରା ତାରିଣୀ ରେ ମୁଖ୍ୟ ଭୂମିକା ରେ ଅଭିନୟ କରୁଛନ୍ତି । ତେବେ ଗତ କାଲି ତାଙ୍କର କିଛି ଫଟୋ ସୋସିଆଲ ମଡିଆ ରେ ଭାଇରାଲ ହୋଇଥିଲା । ଯେଉଁଥିରେ ସେ ବିବାହ ପୂର୍ବରୁ ହେଉଥିବା ସମସ୍ତ କାର୍ଯ୍ୟ ଯେପରି ହଳଦୀ,ମେହେନ୍ଦୀ ଆଦି ର ଫଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଥିଲେ ।
ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି । ତେବେ ସୂଚନା ଅନୁସାରେ ଏହା ଶୁଟିଂ ସେଟ ର କିଛି ଫଟୋ ଥିଲା । ଯାହାକି ତାଙ୍କର ରୂପମ ସହିତ ପୁନର୍ବାର ବିଭାଘର ଉପରେ ରଚିତ । ସେଥିପାଇଁ ସେ ଏଭଳି ଫୋଟୋ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ । ଯାହା ବର୍ତ୍ତମାନ ସମୟରେ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।