ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବାବୁସାନ ଏବଂ ଶିବାନି ଙ୍କ ଆସିବାକୁ ଯାଉଥିବା ନୂଆ ଫିଲ୍ମ ‘ବିଦ୍ୟାରାଣ’ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବିଗତ କରୋନା କାରଣରୁ ପାଖା ପାଖି ଓଡ଼ିଆ ଇଣ୍ଡଷ୍ଟ୍ରି ରେ ବାବୁସାନ ମହାନ୍ତି ଙ୍କ ର କୌଣସି ଫିଲ୍ମ ଦେଖିବାକୁ ମିଳି ନଥିଲା । ତେବେ ବର୍ତ୍ତମାନ ସେ ଏକ ନୂତନ ଫିଲ୍ମ କରିବାକୁ ଯାଉଛନ୍ତି । ତେବେ ଏହି ଫିଲ୍ମ ର ନାମ ‘ବିଦ୍ୟାରାଣ’ ତେବେ ଏହି ଫିଲ୍ମ ଟି ଦୁର୍ଗାପୂଜା ରେ ରିଲିଜ ହେବାକୁ କୁହାଯାଇଥିବା ବେଳେ । ଏହି ଫିଲ୍ମ ରେ ବାବୁସାନ ଙ୍କ ବିପରୀତ ରେ ନାୟିକା ଭୂମିକା ରେ ଅଭିନୟ କରିବାକୁ ଯାଉଛନ୍ତି ଶିବାନି ।
ତେବେ ଶିବାନି ଏହି ଫିଲ୍ମ କୁ ନେଇ ବହୁତ ଖୁସି ଅଛନ୍ତି । ଏବଂ ଏହି ଫିଲ୍ମ ଟି ନିଶ୍ଚୟ ଦର୍ଶକ ମାନଙ୍କ ମନକୁ ଛୁଇଁ ବା ସହିତ ବହୁତ ମନ ମୁଗ୍ଧ କର ହେବ ବୋଲି ସେ କହିଛନ୍ତି । ତେବେ ଏହି ଫିଲ୍ମ ର ଶୁଟିଂ ଆଜିଠାରୁ ପୂଜା କରାଯାଇ ଆରମ୍ଭ ହେବ ବୋଲି ବାବୁସାନ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡି ଛନ୍ତି।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।