ନମସ୍କାର ବନ୍ଧୁ ଗଣ ଆପଣ ମାନ ଙ୍କୁ । ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ । ଆମେ ଆପଣ ମାନ ଙ୍କୁ । ଜଣାଇ ବାକୁ ଯାଉଛୁ ଯେ ଏୟାର-ଟେଲ ନୂଆ ଅନଲିମିଟେଡ଼ ଅଫର ସମ୍ବନ୍ଧ ରେ ଯାହା ଆପଣଙ୍କୁ ମାତ୍ର ୧୯ ଟଙ୍କା ରେ ମିଳିବ। ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଏହି ଅଫ୍ରର ପ୍ରଥମ ଥର ପାଇଁ ଭାରତୀୟ ଏୟାର-ଟେଲ ତରଫରୁ ଲଞ୍ଚ ହୋଇଛି । ଯେଉଁଥିରେ ଗ୍ରାହକ ମାନେ ସବୁଠାରୁ ଅଧିକଁ ସୁବିଧା ସୁଯୋଗ ଉଠାଇପାରିବେ । ତେବେ ଏହି ସୁବିଧା ସୁଯୋଗ ଉଠାଇବା ପାଇଁ ଆପଣଙ୍କୁ ଆପଣଙ୍କ ମୋବାଇଲ ରେ ମାତ୍ର ୧୯ ଟଙ୍କା ର ରିଚାଜ କରିବାକୁ ପଡିବ । ତେବେ ଏହି ଅଫର ଟି ସମସ୍ତ ଲୋକଙ୍କ ପାଇଁ । ଏହା କୌଣସି ଜଣକ ପାଇଁ ପ୍ରଯୁଯ୍ୟ ନୁହେଁ ।
ସେଥିପାଇଁ ଏହି ଅଫର ଟି ସବୁଠାରୁ ସୁବିଧା ଓ ଗ୍ରାହକ ଉପଯୋଗୀ । ତେବେ ଏହି ଅଫର ମାଧ୍ୟମ ରେ ଆପଣ ୧୯ ଟଙ୍କା ମୋବାଇଲ ରିଚାର୍ଜ କଲେ ଆପଣ ୨ ଦିନ ପର୍ଯ୍ୟନ୍ତ ଅନଲିମିଟେଡ଼ କଲ ଏବଂ ମୋବାଇଲ ଡାଟା ର ସୁବିଧା ସୁଯୋଗ ଉଠାଇ ପାରିବେ । କିନ୍ତୁ ଏଥିରେ ମେସେଜ ପଠାଇବା ସୁବିଧା ନାହିଁ । ତେବେ ଏହି ସୁବିଧା ଡ଼ିସେମ୍ବର ପ୍ରଥମ ସପ୍ତାହ ରେ ଲଞ୍ଚ ହେବାକୁ ଯାଉଛି ।
ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।
ଧନ୍ୟବାଦ ।