ନୂଆ ବର୍ଷ ୨୦୨୧ ଠାରୁ ୬ ଟି ରାଶିର ଭାଗ୍ୟ ରେ ପରିବର୍ତନ…. ଆପଣଙ୍କ ରାଶି ଦେଖନ୍ତୁ…

ନୂଆ ବର୍ଷ ରୁ ଏହି ୬ ଟି ରାଶି ର ଭାଗ୍ୟ ଖୋଲିଯିବ ।

ତେବେ ଏହି ରାଶି ମାନେ ହୋଇଯିବେ କୋଟିପତି ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନ ଙ୍କୁ ଜଣାଇ ବାକୁ ଯାଉଛୁ ଯେ କିପରି ନୂଆ ବର୍ଷ ଠାରୁ ଏହି ରାଶି ମାନଙ୍କ ଭାଗ୍ୟ ଖୋଲିବାକୁ ଯାଉଛି । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଭାଗ୍ୟ ଖୋଲିବା ପାଇଁ ସମୟ ଆସିଥାଏ ।

 

 ତେବେ ଏହି ସମୟ କେତେବେଳେ କାହାର ଆସିଥାଏ ତାହା କହିବା ଅତ୍ୟନ୍ତ କଷ୍ଟ ସାଧ୍ୟ ସେହି ପରି ସ୍ଥଳେ ଆମ୍ଭେ ମାନେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଅନୁମାନ କରିପାରିବା କାହାର ଭାଗ୍ୟ କେତେବେଳ ଖୋଲିବ କିନ୍ତୁ ଆମ୍ଭେ ସମ୍ପୂର୍ଣ୍ଣ ସଠିକ କହିପାରିବା ନାହିଁ । ତେବେ ଆସନ୍ତୁ ଜାଣିବା ଏହି ନୂଆ ବର୍ଷ ଠାରୁ ଏହି ୬ ଟି ରାଶିର ଭାଗ୍ୟ ଖୋଲିବାକୁ ଯାଉଛି ।

 

ମେଷ-ପ୍ରଥମ ରାଶି ଟି ହେଉଛି ମେଷ ରାଶି । ହଁ ଆଜ୍ଞା ମେଷ ରାଶି ର ବ୍ୟକ୍ତି ବିଶେଷ ର ଲୋକ ମାନଙ୍କ ଖୋଲିଯିବ ଭାଗ୍ୟ । ସେମାନେ ହେବେ କୋଟିପତି । ନହେଉଥିଲା କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।ବାହାଘର ହେବାର ସମ୍ଭାବନା ଅଧିକ ରହିବା ସହ ।ଋଣ ମୁକ୍ତ ହେବେ । ଶତ୍ରୁ ନାସ ହେବେ ।

 

ମିଥୁନ- ହଁ ଦୂତୀୟ ରାଶି ଟି ହଉଚି ମିଥୁନ ରାଶି । ଯାହାର  ଭାଗ୍ୟ ସହ ସମୟ ର ସମ୍ପୂର୍ଣ ପରିବର୍ତନ ହେବ । ଅଭାବ ଅନାଟନ ରେ ରହୁଥିବା ଲୋକ ରାଜକୀୟ ସୁଖ ଲାଭ କରିବେ । ଦୁଃଖ ଦୂର ହବ ।ସନ୍ତାନ ସନ୍ତକି ମାନଙ୍କ ଠାରୁ ଖୁସି ମିଳିବ ।ଘର ପରିବାର ସବୁ ଖୁସି ରେ ରହିବେ ।

     

ତୁଳା-ବିଶେଷ କରି ଏହା ତୁଲା ରାଶି ର ଭାଗ୍ୟ ସହ ସମ୍ପୂର୍ଣ ପରିବର୍ତନ କରିଦେବ । ତୁଳା ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ନ ହଉଥିବା କାମ ହେବ । ଆଶା କରୁନଥିବା ସ୍ଥାନରୁ ସଫଳତା ପାଇବେ ।

 

ମକର- ହଁ ଆଜ୍ଞା ମକର ରାଶି ର ବ୍ୟକ୍ତି ବିଶେଷ ମାନଙ୍କ ର ଭାଗ୍ୟ ସମ୍ପୂର୍ଣ ପରିଵର୍ତନ ହେବ ।ଏହି ରାଶି ର ବ୍ୟକ୍ତି ମାନକଙ୍କ ର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ପରିବର୍ତନ ହବ । ତମ ଉପରେ ହଉଥିବା ସମସ୍ତ ଦୁଃଖ ବର୍ତମାନ ସୁଖ ରେ ପରିବର୍ତନ ହୋଇଯିବ ।

 

ମୀନ- ଏହି ରାଶି ର ବ୍ୟକ୍ତି ମାନଙ୍କର ସୁଖ ଜୀବନ ର ଆରମ୍ଭ ହୋଇଗଲା ।ଖାଲି ସୁଖ ରେ ଜୀବନ କଟିବ । ଜୀବନ ସାର୍ଥକ ହେବା ସହ ବାଧା ବିଘ୍ନ ଦୂର ହେବ । ସଦା ସର୍ବଦା ସୁଖ ରେ ଜୀବନ ଅତିବାହିତ କରିବେ ।

 

କନ୍ୟା- ଏହି ରାଶିର ବ୍ୟକ୍ତି ବିଶେଷ ମାନେ ସାଧାରଣ ତହ ଟିକେ ରାଗି ସ୍ୱଭାବ ର ହୋଇଥାନ୍ତି । କିନ୍ତୁ ସମୟ କ୍ରମେ ନିଜର ରାଗକୁ ଶାନ୍ତ କରିବା ସହ ନିଜକୁ ସଦା ସର୍ବଦା ବିପରୀତ ରୁ ଆସୁଥିବା ଶତ୍ରୁ ଠାରୁ କିପରି ସଫଳତା ପାଇବେ ସେ ବିଦ୍ୟା ମଧ୍ୟ ଏମାନଙ୍କୁ ଜଣା ଅଟେ । ବର୍ତ୍ତମାନ ସେମାନଙ୍କ ଶତ୍ରୁ ନାଶ ହେବା ସହ ଦୁଃଖ ଦୂର ହେବ ।

 

ଯଦି ଆପଣଙ୍କୁ ଆମର ଏହି ଖବର ଭଲ ଲାଗିଛି  । ତା ହେଲେ ତଳେ ଗୋଟିଏ ଲାଇକ କରନ୍ତୁ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *