ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁନାମ ଧନ୍ୟ କଳାକାର ଝିଲିକ ନିଜ ଶାଶୂଘର କିଭଳି ସରସ୍ୱତୀ ପୂଜା ପାଲନ କରିଛନ୍ତି ସେ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣଙ୍କୁ କହିବାକୁ ଯାଉଛି ଯେ ଝିଲିକ ୨୦୨୦ ମସିହାରେ ଓଡ଼ିଶାର ସୁନାମ ଧନ୍ୟ ବିଧାୟକ ପ୍ରୀତି ରଞ୍ଜନ ଘଡାଇ ଙ୍କୁ ବିବାହ କରିଥିଲେ । ତେବେ ସେ ବର୍ତ୍ତମାନ ଘଡାଇ ଙ୍କ ଭୁବନେଶ୍ୱର ଘରେ ନିଜ ଶାଶୁ ଏବଂ ନିଜ ଶଶୁର ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ପ୍ରଫୁଲ ଚନ୍ଦ୍ର ଘଡାଇ ଙ୍କ ସହ ରହୁଛନ୍ତି । ତେବେ ସେ ସେଠାରେ ବହୁ ଖୁସି ରେ ରହୁଥିବାର କହିଛନ୍ତି ।
ଏହା ସହ ଝିଲିକ ବେଙ୍ଗଲି ହେଲେ ମଧ୍ୟ ଓଡ଼ିଶାର ସମସ୍ତ ନୀତି ନିୟମ କୁ ସୁଚାର ରୂପେ ମାନୁଛନ୍ତି । ଏହା ଛଡା ଝିଲିକ ଓଡିଶା ଘରେ ୧୨ ମାସରେ ପାଳନ କରାଯାଉଥିବା ସମସ୍ତ ପର୍ବ ପର୍ବାଣୀ କୁ ନିଜ ଘରେ ଠାକୁର ଙ୍କ ପାଖରେ କରୁଛନ୍ତି । ତେବେ ଝିଲିକ ବର୍ତ୍ତମାନ ମଧ୍ୟ ସରସ୍ୱତୀ ପୂଜା ଘରେ କରିଛନ୍ତି । ତେବେ ଯାହାର ଭିଡ଼ିଓ ସେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଛାଡିଛନ୍ତି। ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।