ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପବିତ୍ର ମହାଶିବରାତ୍ରି ଅନୁସାରେ କିଭଳି ନିଜ ରାଶି ଅନୁସାରେ ପୂଜା କରିବେ ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
(୧)ମେଷ-ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଲାଲ ରଙ୍ଗ ଶୁଭ ହୋଇଥାଏ । ଏମାନେ ଯଦି ଶିବଙ୍କୁ ଲାଲ ଚନ୍ଦନ ଏବଂ ଲାଲ ଫୁଲ ସହ ଶିବଙ୍କ ଜଳାଭିଷେକ କରନ୍ତି ତେବେ ଅତ୍ୟନ୍ତ ଶୁଭ ହୋଇଥାଏ।
(୨)ବୃଷ-ଏହି ରାଶିର ଶୁଭ ରଙ୍ଗ ଧଳା ତେଣୁ ଶିବଙ୍କୁ ଚମ୍ପା ଚମେଲି ଫୁଲ ଦେବା ସହ । ଓଁ ମହାଦେବାୟ ମନ୍ତ୍ର ଜପ କଲେ ଶିବ ସନ୍ତୁଷ୍ଟ ହୋଇଥାନ୍ତି।
(୩)ମିଥୁନ- ଏହି ରାଶିର ମୁଖ୍ୟ ହେଲେ ବୁଦ୍ଧ ଦେବ । ତେଣୁ ଏହି ରାଶିର ବ୍ୟକ୍ତି ମାନେ ଶିବଙ୍କୁ ଦୁର୍ଦୁରା ଫୁଲ ଦେଇ ଓଁ ନମଃ ଶିବାୟ ମନ୍ତ୍ର ଜପ କଲେ ରିଷ୍ଟ ଖଣ୍ଡନ ହୋଇଥାଏ।
(୪)କର୍କଟ-ଏହି ରାଶିର ଦେବତା ହେଉଛନ୍ତି ଚନ୍ଦ୍ର । ତେଣୁ ଶିବଙ୍କୁ ଭାଙ୍ଗ ଚଢାଇବା ସହ ମହା ମୃତୁଞ୍ଜୟ ମନ୍ତ୍ର ଜପ କରନ୍ତୁ।
(୫)ସିଂହ-ଏହି ରାଶିର ବ୍ୟକ୍ତି ମାନେ ଶିବଙ୍କୁ ନାଲି କନିଆର ଫୁଲ ଦେବା ସହ ଓଁ ମହାରଦ୍ରାୟ ନମଃ ମନ୍ତ୍ର ଜପ କଲେ ସ୍ପଫଳତା ମିଳିଥାଏ।
(୬)କନ୍ୟା-ଏହି ରାଶିର ବ୍ୟକ୍ତି ମାନେ ଶିବଙ୍କୁ ଦୁର୍ଦୁରା ଫୁଲ ,ଭାଙ୍ଗ ଦେଇ ଓଁ ନମଃ ଶିବାୟ ମନ୍ତ୍ର ଜପ କଲେ ରିଷ୍ଟ ଖଣ୍ଡନ ହୋଇଥାଏ।
(୭)ତୁଳା-ଏହି ରାଶିର ଵ୍ୟକ୍ତି ମାନେ ଶିଵ ଙ୍କୁ କ୍ଷୀର ରେ ବେଲପତ୍ର ମିଶାଇ ଶିବଙ୍କୁ ଦେଲେ ପୁଣ୍ୟ ଫଳ ମିଳିଥାଏ।
(୮)ବିଛା-ଏହି ରାଶିର ଵ୍ୟକ୍ତି ମାନେ ଶିଵ ଙ୍କୁ କନିଆର ଫୁଲ ରେ ବେଲପତ୍ର ମିଶାଇ ଶିବଙ୍କୁ ଦେଲେ ପୁଣ୍ୟ ଫଳ ମିଳିଥାଏ। ଓଁ ମହେଶ୍ୱରାୟ ନମଃ ମନ୍ତ୍ର ଜପ କଲେ ଶିବ ଙ୍କ ଆଶ୍ରିବାଦ ମିଳିଥାଏ।
(୯)ଧନୁ-ଏହି ରାଶିର ବ୍ୟକ୍ତି ମାନେ ହଳଦିଆ ଫୁଲ ଶିବଙ୍କୁ ଦେବା ସହ ଓଁ ନମଃ ଶିବାୟ ମନ୍ତ୍ର ଜପ କରିବା ଦରକାର ।
(୧୦)ମକର-ଏହି ରସାଇ ର ବ୍ୟକ୍ତି ଙ୍କ ଗ୍ରହ ରାଜ ହେଉଛନ୍ତି ଶନି ତେଣୁ ଶିବଙ୍କୁ କଳା ଦୁର୍ଦୁରା ଫୁଲ ଦେବା ସହ ଓଁ ପାର୍ବତୀ ଦେବାୟ ନମଃ ମନ୍ତ୍ର ଜପ କରିବା ଉଚିତ।
(୧୧)କୁମ୍ଭ-ତେବେ ଏହି ରାଶିର ବ୍ୟକ୍ତି ଧଳା ଫୁଲ ରେ କ୍ଷୀର ମିଶାଇ ଶିବଙ୍କୁ ଚଢାଇବା ସହ କ୍ଷୀରି ପ୍ରସାଦ କରି ଛୋଟ ଛୁଆ ଙ୍କୁ ବାଆଣ୍ଟିଲେ ଶିଵଙ୍କ କୃପା ଦୃଷ୍ଟି ମିଳିଥାଏ।
(୧୨)ମୀନ- ଏହି ରାଶି ର ବ୍ୟକ୍ତି ମାନେ ଶିବ ଙ୍କୁ ପଞ୍ଚାମୃତ ଭୋଗ ଲଗାଇବା ସହ ମହା ମୃତୁଞ୍ଜୟ ମନ୍ତ୍ର ୧୦୮ ଥର ଜପ କରିବା ଆବଶ୍ୟକ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।