ପରିବା କିଣୁଥିଲେ ହେଇଯାନ୍ତୁ ସାବଧାନ । ଦେଖନ୍ତୁ ଏହି ଖବର…

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପରିବା ରେ ମିସାଉଥିବା କିଛି କେମିକାଲ ବିଷୟରେ ଯାହାକୁ ଖାଇବା ଦ୍ୱାରା ଆମ୍ଭର ରୋଗ ପ୍ରତିରୋଧକ ଶକ୍ତି କମିଯାଇଥାଏ । ଯାହା ଆପଣଙ୍କ ଜୀବନକୁ ସମ୍ପୂର୍ଣ ପରିବର୍ତ୍ତନ କରିଦେବ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡ଼ିଆ ରେ ଦୁଇଟି ଭିଡ଼ିଓ  ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ଯୁବକ ନାଳ ର ପାଣି ଆଣି ତଟକା ପରିବାରେ ମିସାଉଥିବା ବେଳେ , ଆଉ ଜଣେ କେମିକାଲ ମିଶା ଗ୍ରୀନ ରଙ୍ଗ ପାଣି ରେ ସମସ୍ତ ପରିବା ପକାଇ ଏହାକୁ ରଙ୍ଗିନ କରୁଛି । ତେବେ ଏଥିରୁ ଏହା ଜଣା ପଡୁଛି କି ଆଜିକାଲି ର ଲୋକ ମାନେ ନିଜ ର ସ୍ୱାର୍ଥ ହାସଲ କରିବା ପାଇଁ ନିଜର ବେପାର ବଢାଇବା ପାଇଁ ସାଧାରଣ ଲୋକଙ୍କ ଜୀବନ ନେବାକୁ ମଧ୍ୟ ପଛାଉ ନାହାନ୍ତି ।

 

 ହଁ ଆଜ୍ଞା ଜୀବନ କାରଣ ପରିବା କୁ  ସତେଜ କିମ୍ବା ସବୁଜ ରଙ୍ଗ କରିବା ପାଇଁ ଏଥିରେ ଯେଉଁ କେମିକାଲ ମିଶା ଯାଇଥାଏ ଏହା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ କରିଥାଏ । ବିଭିନ୍ନ ରୋଗ କରାଇବାରେ  ସାହାଯ୍ୟ କରିଥାଏ । ତେବେ ଆପଣ ହୋଇଯାଆନ୍ତୁ ସତର୍କ । ପରିବା ଆଣିବା ପୂର୍ବରୁ ଏହାକୁ ଭଲରେ ଦେଖି କରି ଆନନ୍ତୁ ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *