ପରି ଏବଂ ଆଦିତ୍ୟ ଦାସ ଙ୍କ ମର୍ଡର କେସ କୁ ନେଇ ମୁହଁ ଖୋଲିଲେ ଏହି ଯୁବକ । ଦେଖନ୍ତୁ କଣ କହିଛନ୍ତି ଏହି ଯୁବକ ପୋଲିସ ପ୍ରଶାସନ ଙ୍କୁ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  ପରି ଏବଂ ଆଦିତ୍ୟ ଦାସ ଙ୍କ ମର୍ଡର କେସ କୁ ନେଇ ମୁହଁ ଖୋଲିଲେ ଏହି ଯୁବକ ଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ତେବେ ଏହି ଭାଇ ଜଣକ ଙ୍କ ନାମ ହେଉଛି ପ୍ରତାପ । 

 

ସେ ନୟାଗଡ଼ ରେ ହୋଇଥିବା ପରି ହତ୍ୟାକାଣ୍ଡ କୁ ନେଇ ମୁହଁ  ଖୋଲିଛନ୍ତି । ସେ କହିଛନ୍ତି ପୋଲିସ ଯେଉଁଭଳି ଭାବେ ପରୀ ର ହତ୍ୟାକାଣ୍ଡ କୁ ନେଇ ପୋଲିସ ପ୍ରଶାସନ ତପ୍ତର । ସେହିଭଳି କହ୍ନିକି ସେମାନେ ଆଦିତ୍ୟ ମୃତ୍ୟୁ କାଣ୍ଡ କୁ ନେଇ ସେତେ ତତ୍ପର  ନୁହେଁ । କାରଣ ତାହା ଏକ ରାଜନୀତିକ ସଂଜ୍ଞା ର ଅନ୍ତର୍ଭୁକ୍ତ ସେଥିପାଇଁ । ନା ପୋଲିସ ମାନେ ସେମାନଙ୍କ ଉପରେ ଚାପ ପକାଇ ଏହି କାର୍ଯ୍ୟ କରିଛନ୍ତି । 

 

ତେବେ ଯଦି ପରୀ ଭଳି ରାଜ୍ୟ ରେ ପ୍ରତ୍ୟେକ ଦିନ ୧-୨ ଶିଶୁ ଗାଏବ ହେଉଛନ୍ତି ସେମାନଙ୍କ କଥା କାହିଁକି ପୋଲିସ ପ୍ରଶାସନ ବିଝୁନାହାନ୍ତି କହିବା ସହ । କାହ୍ନିକି ଆଜି ଯାଏ ସମାଜ ସେବୀ ଆଦିତ୍ୟ ଙ୍କ ମୃତ୍ୟ ର ରହସ୍ୟ ପୋଲିସ ଖୋଜି ପାଉଁନାହାନ୍ତି । ଓଡିଶା ର ଯୁବ ସମାଜ ସବୁ ଦେଖୁଛି ଏହାର ହିସାବ ସେ ସମୟ ଆସିଲେ ଦେବ ବୋଲି ସେ ଭାଇରାଲ କରିଥିବା ଏହି ଭିଡ଼ିଓ ରେ କହିଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *