ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ପରି କେସ SIT ହେଡ ଅରୁଣ ବ୍ରୋଥା ଙ୍କ କଲ ଭାଇରଲ ଓ ଶୁଣିବା ମଧ୍ୟ ଏହି live କଲ ର ଅଡିଓ । ପ୍ରଥମ ଘଟଣା ଜାଣିବା ଆସନ୍ତୁ ।
ପରି କେସ ଦିନ କୁ ଦିନ ଭିନ୍ନ ମୋଡ଼ରେ ପହଂଚି ଗଲାଣି ଓ ସରକାର ଏହି କେସ ରେ SIT କୁ ତଦନ୍ତ ଦେଇଥିବା ବେଳେ ହେଲେ ବିରୋଧୀ ଦଳ ଓ ଓଡିଶା ର ଲୋକ ଚଂହୁଛନ୍ତି ଯେ ପରି ର ନ୍ୟାୟ ପାଇଁ ସରକାର cbi କୁ ତଦନ୍ତ ଦେବା ଆବଶ୍ୟକ । ଠିକ ଏତିକି ବେଳେ ପରି କେସ ରେ ତଦନ୍ତ କରୁଥିବା SIT ହେଡ ଅରୁଣ ବ୍ରୋଥା ଙ୍କ ଅଡିଓ ଭାଇରଲ ହେଇଚି ଆସନ୍ତୁ ଶୁଣିବା ଏହି ଅଡିଓ କଲ । କେମିତି ଅରୁଣ ବ୍ରୋଥା ରାଗି ଯାଇ କଣ କହୁଛନ୍ତି ଯୁବକ କୁ ….
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।