ପରି କେସ ରେ ତଦନ୍ତ କରୁଥିବା SIT ମୁଖ୍ୟ ଙ୍କ କଲ ରେକର୍ଡ ଭାଇରଲ…

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଓଡିଶା ଖବର ପୋର୍ଟାଲ କୁ ଆଜି ଆମେ ଜାଣିବା ପରି କେସ SIT ହେଡ ଅରୁଣ ବ୍ରୋଥା ଙ୍କ କଲ ଭାଇରଲ ଓ ଶୁଣିବା ମଧ୍ୟ ଏହି live କଲ ର ଅଡିଓ । ପ୍ରଥମ ଘଟଣା ଜାଣିବା ଆସନ୍ତୁ ।

ପରି କେସ ଦିନ କୁ ଦିନ ଭିନ୍ନ ମୋଡ଼ରେ ପହଂଚି ଗଲାଣି ଓ ସରକାର ଏହି କେସ ରେ SIT କୁ ତଦନ୍ତ ଦେଇଥିବା ବେଳେ ହେଲେ ବିରୋଧୀ ଦଳ ଓ ଓଡିଶା ର ଲୋକ ଚଂହୁଛନ୍ତି ଯେ ପରି ର ନ୍ୟାୟ ପାଇଁ ସରକାର cbi କୁ ତଦନ୍ତ ଦେବା ଆବଶ୍ୟକ । ଠିକ ଏତିକି ବେଳେ ପରି କେସ ରେ ତଦନ୍ତ କରୁଥିବା SIT ହେଡ ଅରୁଣ ବ୍ରୋଥା ଙ୍କ ଅଡିଓ ଭାଇରଲ ହେଇଚି ଆସନ୍ତୁ ଶୁଣିବା ଏହି ଅଡିଓ କଲ । କେମିତି ଅରୁଣ ବ୍ରୋଥା ରାଗି ଯାଇ କଣ କହୁଛନ୍ତି ଯୁବକ କୁ ….

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *