ପରି ହତ୍ୟା ମାମଲା ରେ ନୂଆ ମୋଡ । ଆସିଲା ମନ୍ତ୍ରୀ ଙ୍କ ଅଡିଓ କଲ ଶୁଣନ୍ତୁ ଏହି କଲ !

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ମିଡ଼ିଆ । ଆଜି ଜାଣିବା ଓ ଶୁଣିବା ପରି କେସ ର ଅଡିଓ କଲ ବିଷୟରେ….

ବହୁ ଚର୍ଚ୍ଚିତ ପରି ର ହତ୍ୟା ମାମଲା ଏବେ ଭୟଙ୍କର ମୋଡ ନେଇ ସରିଛି । ପରିର ନ୍ୟାୟ ପାଇଁ ପୁରା ଦେଶ ବାସୀ ଆଜି ଚାହିଁଛନ୍ତି ପରିର ହତ୍ୟା ପଛର ଏକ ମନ୍ତ୍ରୀ ଙ୍କ ର ହାତ ଥିବାର ଆଭାସ ମିଳିଥିଲା । ବିଜେଡି ମନ୍ତ୍ରୀ ଅରୁଣ ସାହୁ ଏ କେସ ରେ ସମ୍ପୂର୍କ୍ତ ଥିବାର ଏହି ଅଡିଓ କଲ ଲିକ ପରେ ଏବେ ଘଟଣା ତୀବ୍ର ରୂପ ନେଇ ସରିଛି ।

ଆସନ୍ତା କାଲି ବିଧାନ ସଭା ଆଗରେ ପରିର ବାପା ମା କିରାସିନି ଢାଳି ରାସ୍ତା ଉପରେ ଦେହରେ ନିଆଁ ଲାଗେଇଦେବାକୁ ଚେଷ୍ଟା କରିଥିଲେ ହେଲେ ଏହି ସମୟ ରେ ପୁଲିସ ତାଙ୍କୁ ଆୟତ କରି ଏକ ଅଟ ରେ ଥାନା କୁ ନେଇଯାଇଥିଲେ । ଏହି ଅଡିଓ କଲ ଭାଇରଲ ପରେ ବିଜିପି ଅରୁଣ ସାହୁ ଙ୍କ ଇସ୍ତଫା ଦାବି କରିଛନ୍ତି । ଏହି ଅଡିଓ ରେକର୍ଡ ବାଜିଛି ଅର୍ଗସ ହାତରେ । ଶୁଣନ୍ତୁ ଏହି ଅଡିଓ କଲ ଆପଣ ଜାଣିପାରିବେ ସମ୍ପୂର୍ଣ ତଥ୍ୟ । ପରିକୁ ନ୍ୟାୟ ପାଇଁ ଆପଣଙ୍କ ଗୋଟିଏ ସେୟାର ଆବଶ୍ୟକ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *