ପଲକ ମୁଛାଲ ଙ୍କ ଆଗରେ ଫିକା ପଡ଼ିଯାଏ ସୋନୁ ସୂଦ ଓ ଅକ୍ଷୟ କୁମାର ଙ୍କ ଦାନ….ଯାଣନ୍ତୁ ପଲକ ଙ୍କ ବିଷୟରେ….

ନମାସ୍କର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର କୁ ଆସନ୍ତୁ ଜାଣିବା ଏମିତି ଏକ ବଲିଓଡ଼ ସିଙ୍ଗର ଙ୍କ ବିଷୟରେ ଯାହାଙ୍କ ଆଗରେ ସୋନୁ ସୂଦ ଓ ଅକ୍ଷୟ କୁମାର ମଧ୍ୟ ଫିକା ପଡି ଯାଆନ୍ତି । ଆସନ୍ତୁ ଜାଣିବା ବିଷୟରେ….

 

ଆପଣମାନେ ଜାଣିଥିବେ ବଲିଓଡ଼ ରେ ଏମିତି ଭଲ ଲୋକ ଅଛନ୍ତି ଯେମିତି ଅକ୍ଷୟ କୁମାର ଓ ସୋନୁ ସୂଦ ଭଳି ଲୋକ କିନ୍ତୁ ଆମେ ଆଜି କହିବାକୁ ଯାଉଛୁ ବଲିଓଡ଼ ର ଫେମସ ସିଙ୍ଗର ପଲକ ମୁଛାଲ ଙ୍କ ବିଷୟରେ । ପଲକ ମୁଛାଲ ଙ୍କ ବିଷୟରେ ଯେତେ କହିଲେ ବି କମ । ପଲକ ମୁଛାଲ କେବଳ ଗୀତ ଗାଇଥାନ୍ତି ସେତେବେଳେ ଯଦି ଗୋଟିଏ ଗରିବ ଛୋଟ ଛୁଆ ର ହାର୍ଟ ଅପେରସନ ପାଇଁ ଟଙ୍କା ର କମ ପଡିଥାଏ ସେ ଅନ୍ୟବେଳେ ଗୀତ ଗାଇ ନଥାନ୍ତି ଓ ସେ ଆଜି ପର୍ଯନ୍ତ ….

292 ଜଣଙ୍କର ହାର୍ଟ ଅପେରସନ କରିସାରିଛନ୍ତି । ଯେତେବେଳେ ଅପେରସନ ସାରିଯାଏ ସେ ଗୋଟିଏ ଛୋଟିଆ କଣ୍ଢେଇ ତାଙ୍କ ବେଡ଼ରୁମ ରେ ରଖିଥାନ୍ତି । ସେ ୨୯୨ ଟି କଣ୍ଢେଇ ରଖି ସାରିଛନ୍ତି । ତାଙ୍କୁ ବହୁତ ଘରେ ଠାକୁର ଘରେ ତାଙ୍କ ଫୋଟୋ ରଖି ପୂଜା କରୁଛନ୍ତି ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *