ପାକିସ୍ତାନ ଠାରୁ ବି ପଛରେ ପଡିଲା ଭାରତ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଭାରତ କେଉଁ କ୍ଷେତ୍ର ରେ ଏବଂ କାହିଁକି ପାକିସ୍ତାନ ତଳେ ର ରହିଛି ସେ ବିଷୟରେ କହିବାକୁ ଯାଉଛି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ଆମ୍ଭେ ମନେ ଜାଣିଛନ୍ତି ଗତ ଏକ ବର୍ଷ ଧରି ବିଶ୍ୱ ରେ କରନା ନିଜର କାୟା ବିସ୍ତାର କରି ରଖିଛି । ଯାହା ପାଇଁ ବିଶ୍ୱ ରେ ପିଲା ମାନଙ୍କ ପାଠ ପଢ଼ାରେ ହେଉ ଲୋକ ମାନଙ୍କ ଚାକିରୀ କ୍ଷେତ୍ରରେ ହେଉ ତଥା ବିଭିନ୍ନ କାର୍ଯ୍ୟ ରେ ଲୋକମାନେ ବହୁ ଅସୁବିଧା ର ସମ୍ମୁଖୀନ ହୋଇଛନ୍ତି । ଏହା ପରେ ପିଲା ମାନେ ଘରେ ଅନଲାଇନ କ୍ଲାସ ଚାକିରିଆ ମାନେ ଘରେ ରହି ଅନଲାଇନ ମାଧ୍ୟମରେ ଅଫିସ କାର୍ଯ୍ୟ କରୁଥିଲେ । 

 

ତେବେ ଏହି ସମୟରେ ବହୁତ ସମୟ ଧରି ଇଣ୍ଟରନେଟ ର ସ୍ଲୋ ଚାଲିବା କାରଣରୁ ଆମ୍ଭେ ବହୁତ ଵାର ହଇରାଣ ମଧ୍ୟ ହୋଇଥାନ୍ତି । ତେବେ ବର୍ତ୍ତମାନ ସମୟରେ ସାରା ବିଶ୍ୱ ରେ ଇଣ୍ଟରନେଟ ସ୍ପୀଡ଼ କୁ ନେଇ ଆସିଥିବା ଏକ ତଥ୍ୟ ଅନୁସାରେ ଭାରତ ବିଶ୍ୱ ରେ ୨୯ ନମ୍ବର ରେ ଥିବା ବେଳେ ଏହାର 12mb/s ସ୍ପୀଡ଼ ରେ ଚାଲୁଛି । ତେବେ ଭାରତ ଉପରେ ପାକିସ୍ତାନ ରହିଥିବା ବେଳେ ଏହାର ଇଣ୍ଟରନେଟ ସ୍ପୀଡ଼ ହେଉଛି 17mb/s ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *