ପାକିସ୍ତାନ ର ଦୁଇ ଯୁବତୀ ପଶି ଆସିଲେ ଭାରତୀୟ ସୀମାକୁ । ତାପରେ ଭରତୀୟ ସେନା କଲା ଏମିତି…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ  କିପରି ଭାବେ ଦୁଇ ଜଣ ପାକିସ୍ତାନ ର ଯୁବତୀ ଭାରତ ଭିତରକୁ ପଶି ଆସିଛନ୍ତି ।ଏହା ପରେ କଣ ହେଇଛି ସେମାନଙ୍କ ସହ ଜାଣନ୍ତୁ ସେହି ବିଷୟ ରେ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

ତେବେ କାଶ୍ମୀର ଅଧିକୃତ ପାକିସ୍ତାନ ପଟରୁ ଦୁଇ ନାବାଳିକା ଝିଅ ସାରା ଖାତୁନ ଏବଂ ତାଙ୍କ ଭଉଣୀ ଜୁହି ଖାତୁନ ଭାରତ ଅଧିକୃତ କାଶ୍ମୀର ଭିତରକୁ କୌଣସି ବାଟରେ ପଶି ଆସିଛନ୍ତି । ତେବେ ସେମାନଙ୍କ ବୟସ ଜଣକ ର ୧୭ ଆଉ ଜଣକ ର ୧୪ ବର୍ଷ ବୋଲି ଜଣା ପଡ଼ିଛି । ତେବେ ସେମାନଙ୍କୁ ପସିବାର କାରଣ ପଚାରିବାରୁ ସେମାନେ ଯାହା କହିଲେ ଆପଣଙ୍କ ର ହୃଦୟ ଥରି ଉଠିବ । 

ସେମାନେ କହିଛନ୍ତି ପାକିସ୍ତାନ ଅଧିକୃତ କାଶ୍ମୀର ଠାରେ ଆତଙ୍କବାଦୀ ମାନଙ୍କ ମନ ମାନି ଚାଲି ଥାଏ।  ସେମାନେ ଏହି ଦୁଇ ଝିଅ ଙ୍କ ର ବାପା ମା ସେହି ଆତଙ୍କବାଦୀ ଙ୍କ ପାଖରେ କାମ କରନ୍ତି । ସେମାନେ ଏମାନଙ୍କ ଉପରେ ବହୁତ ଅତ୍ୟାଚାର କରନ୍ତି । ସେମାନଙ୍କ ବାପା ଏବଂ ମା ଙ୍କୁ କୌଣସି କାରଣରୁ ସେମାନେ ଗୁଳି କରି ହତ୍ୟା କରିଦେଲେ 

ଯାହା ଫଳରେ ଏମାନେ କିଛି ଉପାୟ ନପାଇ ରାତା ରାତି ଭାରତ ମଧ୍ୟ କୁ ପ୍ରବେଶ କରିଲେ ନିଜର ସୁରକ୍ଷା ପାଇଁ । ଏହା ଶୁଣି ବର୍ତ୍ତମାନ ସେମାନଙ୍କୁ ଭାରତ ର ଏକ ଶିଶୁ ସେବା ନାମକ ଏକ ସରକାରୀ ସଂସ୍ଥା ରେ ଏମାନେ ରହୁଛନ୍ତି । ଏମାନଙ୍କ ସମ୍ପୁର୍ଣ୍ଣ ସୁରକ୍ଷା ଭାରତ ସରକାର ନେବା ସହ ଏମାନଙ୍କୁ ଭାରତ ର ନାଗରିକ ତୁ ଦେବାର ମଧ୍ୟ ପ୍ରତିଶ୍ରୁତି ଦେଇଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *