ପାଣି ଭାବି ସାନିଟାଇଜର ପିଦେଲେ । ତାପରେ ହେଲା ଯାହା….

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଯେ ପାଣି ଭାବି ସାନିଟାଇଜର ପିଇ ଦେଇଥିବା ବି,ଏମ,ସି ର ଅଧିକାରୀ ଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ କରୋନା ସମୟରେ ଯେତେବେଳେ ମଦ ବଜାର ରେ ବିକ୍ରି ହେଉନଥିଲା ସେତେବେଳେ ବହୁ ଲୋକ ଏହି ସାନିଟାଇଜର ପିଇ ଦେଇଥିଲେ । ଯାହା ଫଳରେ ବହୁ ଲୋକଙ୍କ ଶରୀର ଅସୁସ୍ଥ ହୋଇଥିବା ବେଳେ ବହୁ ଲୋକଙ୍କ ଶରୀର ର ଅବସ୍ଥା ସାଂଘାତିକ ହୋଇଯାଇଥିଲା । 

 

ଏଥିରୁ ଆପଣ ଜାଣିପାରୁଥିବେ ସାନିଟାଇଜର କେତେ ମାରତ୍ମକ । ତେବେ ସେହିଭଳି ଏକ ଘଟଣା ଘଟିଛି ଜଣେ ସରକାରୀ କର୍ମଚାରୀ ଙ୍କ ସହ । ତେବେ ସେହି ସରକାରୀ ବାବୁ ଜଣକ ହେଉଛନ୍ତି ମୁମ୍ବାଇ ବି,ଏମ,ସି ର ଯୁଗ୍ମ କମିଶନର ରମେଶ ପାୱାର । ତେବେ ସେ ନାଗରିକ ସଂସ୍ଥା ଶିକ୍ଷା ବଜେଟ ଉପସ୍ଥାପନା କରୁଥିବା ବେଳେ ଶୋଷ ଲାଗିଥିଲା ତେବେ ସେ ଭୁଲ ରେ ପାଣି ବଦଳରେ ସାନିଟାଇଜର ପିଇ ଦେଇଥିଲେ । 

 

ଯାହା ଫଳରେ ସେ ହଟ ହଟ୍ଟା ହେଉଥିବା ବେଳେ ସଂଗେ ସଂଗେ ପାଣି ପିଇ ସାନିଟାଇଜର ପାଣି କୁ ଶରୀର ରୁ ବାହାର କରିଦେଇଥିଲେ। କିନ୍ତୁ ସେ ପିଇଦେଇଥିବା ସାନିଟାଇଜର ର ଭିଡ଼ିଓ ବର୍ତ୍ତମାନ ସୋସିଆ ମିଡ଼ିଆ ରେ ଭାଇରାଲ ହେବାରେ ଲାଗିଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *