ପିଙ୍କି ପ୍ରଧାନ ଙ୍କ ଭିଡ଼ିଓ ହେଲା ଭାଇରାଲ । ସରକାର ଙ୍କୁ କହିଲେ ଏଭଳି କଥା ଯାହା ପାଟିରେ ଧରି ହେବନି …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ପିଙ୍କି ପ୍ରଧାନ ଏକ ଭିଡ଼ିଓ ଜାରି କରି ସରକାର ଙ୍କ ଉପରେ ବର୍ଷିଛନ୍ତି ସେ ବିଷୟରେ ସେ କହିବାକୁ ଯାଉଛନ୍ତି । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ଆପଣ ମାନେ ଜାଣିଥିବେ ଓଡ଼ିଶାରେ କାଳିଆ ଯୋଜନା ର ଟଙ୍କା କୁ ନେଇ ରାଜ୍ୟ ରେ ବହୁତ ଥର ବିଭିନ୍ନ ହଇ ଚଇ ସୃଷ୍ଟି ହୋଇଛି । ଯେଉଁଥିରେ ଲୋକ ମାନେ ବହୁଳ ଭାବେ ଉପକୃତ ହୋଇଛନ୍ତି । ତେବେ ବହୁ ମାତ୍ରା ରେ ଚାଷୀମାନେ ଉପକୃତ ହେବା ସହ ନିଜର ଚାଷ କାର୍ଯ୍ୟକୁ ବହୁଳ ଭାବେ ସେମାନେ ସଫଳ କରିପାରିଛନ୍ତି । ତେବେ ଅନ୍ୟ କ୍ଷେତ୍ର ରେ ମଧ୍ୟ ଏହାର କିଛି ଖରାପ ବ୍ୟବହାର ମଧ୍ୟ ଲୋକ ମାନେ କରିଛନ୍ତି । ଯେଉଁଥିରେ ଲୋକମାନେ ଏହାକୁ ନେଇ ମଦ ମାଂସ ମଧ୍ୟ ଖାଇଛନ୍ତି । 

 

ତେବେ ଓଲିଉଡ ଆକଟ୍ରେସ ପିଙ୍କି ପ୍ରଧାନ ଙ୍କୁ ତ ଆପଣ ଭଲ ଭାବେ ଜାଣିଥିବେ । ତେବେ ଆପଣ ମାନେ ଜାଣିଥିବେ ସେ ବିଜେପି ଦଳର ଜଣେ ପ୍ରତିନିଧି । ତେବେ ସେ ଲୋକମାନଙ୍କ ର ଏହି ନେଗେଟିଭ ସାଇଟ କୁ ଧରି କହିଛନ୍ତି କି ଏହି ପଇସା କୁ ଗରିବ ଚାଷୀ ମହିଳା ମାନଙ୍କୁ ଦେଇଥିଲେ ସେମାନେ ନିଜର ଘର ଚପର କରିଥାନ୍ତେ , ନିଜ ପିଲା ଛୁଆ ଙ୍କୁ ଭଲ ଟିକେ ଖାଇବାକୁ ଦେଇପାରିଥାନ୍ତେ । ଯାହା ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *