ପୁଣିଥରେ ଓଡିଶା ଛାଡିଲେ ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା । ଜାଣନ୍ତୁ ସେ କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ସେଠାରେ ସେ କଣ କରିବେ ? 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା ଓଡିଶା ଛାଡିଛନ୍ତି ଏବଂ ସେ କେଉଁ ସ୍ଥାନକୁ ଯାଉଛନ୍ତି ଏବଂ ସେଠାକୁ ସିଏ କଣ ପାଇଁ ଯାଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଦୀର୍ଘ କିଛି ଦିନ ଧରି ରାଣୀପଣ୍ଡା ଙ୍କ କାରନାମା ବିଷୟରେ ଶୁଣିଥିବେ ଜାଣିଥିବେ । ତେବେ ରାଣୀପଣ୍ଡା ବର୍ତ୍ତମାନ ସମୟରେ ବହୁତ ଦୁଃଖ ରେ ଅଛନ୍ତି । ତେବେ ଏଭଳି ସ୍ଥଳେ ତାଙ୍କର ସ୍ୱପ୍ନ କୁ ସାକାର କରିବା ପାଇଁ ଏ ସ୍ଥାନରୁ ସେ ସ୍ଥାନ କୁ ଘୁରି ବୁଲୁଛନ୍ତି । ତେବେ ବର୍ତ୍ତମାନ ସେ ପୁଣି ଥରେ ଓଡିଶା ଛାଡି ମୁମ୍ବାଇ ବାହାରିଛନ୍ତି ।

 

ତେବେ ସେଠାରେ ତାଙ୍କର କିଛି ସୁଟିଂ ଅଛି ବୋଲି କହିବା ସହ ଏହା ପରେ ସେ ରାୟପୁର ପରେ ଗୁଜୁରାଟ ଯିବାର ପ୍ଲାନ ଅଛି ବୋଲି ମଧ୍ୟ କହିଛନ୍ତି ବିବାଦୀୟ ଅଭିନେତ୍ରୀ ରାଣୀପଣ୍ଡା । ତେବେ ଏହି ସବୁ ତଥ୍ୟ ସେ ଲାଇଭ ଆସି ସାରା ଓଡିଶା ବାସୀ ଙ୍କୁ ଦେବା ସହିତ । ସେ ଓଡିଶା ଵାସୀ ଙ୍କ ଆଶ୍ରିବାଦ ଭିକ୍ଷା କରିଛନ୍ତି। 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *