ପୁଣିଥରେ ବିବାହ ବନ୍ଧନରେ ବାନ୍ଧି ହେବେ ଅସୀମା ପଣ୍ଡା ଜାଣନ୍ତୁ ସେ ପୁଅ କିଏ ଯାହାକୁ ଏତେଦିନ ପରେ ଖୋଜିପାଇଲେ …

 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରି ର ସୁନାମ ଧନ୍ୟ ଗୀତିକାର ଅସୀମା ପଣ୍ଡା କାହାକୁ ବିବାହ କରିବାକୁ ଯାଉଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ଆପଣ ମାନେ ମଧ୍ୟ ତାଙ୍କର ଗୀତ ନିଶ୍ଚିତ ଶୁଣିଥିବେ। ଅସୀମା ଙ୍କ ଗାଇଥିବା ସମସ୍ତ ଗୀତ ସୁପର ହିଟ୍ ହୋଇଛି ଓ ଲୋକ ମାନଙ୍କ ହୃଦୟ କିଣିଛି। ଯାହା ଫଳରେ ସେ ଲୋକ ମାନଙ୍କ ପାଖରେ ଅତି ପ୍ରିୟ ହୋଇପାରିଛନ୍ତି ଏବଂ ଘରେ ଘରେ ପରିଚିତ ହୋଇଛନ୍ତି। ତେବେ ଅସୀମା ଭଲ ଗୀତ ଗାଇବା ସହିତ ଭଲ ଅଭିନୟ ମଧ୍ୟ କରନ୍ତି। କିଛି ଆଲବମ୍ ରେ ଅଭିନୟ କରି ତାହା ମଧ୍ୟ ପ୍ରମାଣିତ କରିଛନ୍ତି।

 

ତେବେ ନିକଟ ରେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯେ ଗାୟିକା ଅସୀମା ପଣ୍ଡା ପୁଣିଥରେ ବିବାହ କରିବେ। କାରଣ ଟି ହେଉଛି ଓଡ଼ିଆ ଆଲବମ୍ ର ଅନ୍ୟ ଏକ ଚିହ୍ନା ଚେହେରା ବୁଲୁ ଦାସ ଏବଂ ଅସୀମା ଙ୍କ ର ଏକ ଭିଡିଓ ସୋସିଆଲ ମିଡ଼ିଆ ରେ ଭାଇରାଲ ହେବାକୁ ଲାଗିଛି। ଯାହାକୁ ଦର୍ଶକ ଦେଖି ଭାବୁଛନ୍ତି ଯେ ପୁଣି କଣ ଆଉଥରେ ଅସୀମା ପଣ୍ଡା ବିବାହ କରିବାକୁ ଯାଉଛନ୍ତି କୁ ବୁଲୁ ଦାସ ଙ୍କୁ।

 

ହେଲେ ଦର୍ଶକ ବନ୍ଧୁ ଆପଣ ମାନଙ୍କୁ ଆମେ ଏଇଠି କହିରଖୁଛୁ କ ଯେ ଏହା ହେଉଛି ଏକ ଆଲବମ୍ ସୁଟିଂ ସେଟ୍ ର ଭିଡ଼ିଓ। ତେବେ ଜଣା ପଡୁଛି କି ବୁଲୁ ଦାସ ଏହି ଭିଡ଼ିଓ ଟିରେ ଅସୀମା ପଣ୍ଡା ଙ୍କ ସହ ଆଲବମ୍ ରେ ଅଭିନୟ କରୁଛନ୍ତି।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *