ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କାହିଁକି କଲେ ଆତ୍ମହତ୍ୟା କଲେ ସୁଶାନ୍ତ ଙ୍କ ସାଙ୍ଗ ଏହାର କାରଣ ବିଷୟରେ ଆମ୍ଭେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ବର୍ତ୍ତମାନ ଏକ ଦମଦାର ଲହବର ଆସି ପହଁଚିଛି । ତେବେ ଏହି ଖବର ଆନୁସାରେ ସୁଶାନ୍ତ ଙ୍କ ସାଙ୍ଗ ସନ୍ଦୀପ ନାହେର । ଯିଏକି M.S DHONI ଫିଲ୍ମ ରେ ସୁଶାନ୍ତ ଙ୍କ ସାଙ୍ଗରେ କାମ କରିଥିଲେ । ତେବେ ସେ ଏହି ଫିଲ୍ମ ରେ ଛୋଟୁ ଭୟା ର ଅଭିନୟ ଭୂମିକାରେ ଥିଲେ। ତେବେ ସେ ଗତ କାଲି ନିଜ ଘରେ ସୁଇସାଇଡ଼ କରିଦେଇଛନ୍ତି । ତେବେ ସେ ସୁଇ ସାଇଡ କରିବା ପୂର୍ବରୁ ଏକ ଭିଡ଼ିଓ ଜାରି କରିଥିଲେ।
ତେବେ ସେହି ଭିଡ଼ିଓ ଅନୁସାରେ ସେ କହିଛନ୍ତି କି ତାଙ୍କ ସ୍ତ୍ରୀ ତାଙ୍କୁ ବହୁତ ଟର୍ଚ୍ଚର କରୁଛନ୍ତି । ଏହା ଛଡା ସେ ତାଙ୍କ ନାଁରେ ମିଛୁ ଟାରେ ପୋଲିସ ରେ ଏତାଲା ଦେବା ର ଧମକ ମଧ୍ୟ ଦେଉଛନ୍ତି । ତେବେ ତାଙ୍କ ସ୍ତ୍ରୀ ତାଙ୍କୁ ଅନ୍ୟ କୌଣସି ଝିଅ ଶହ ସମ୍ପର୍କ ରଖିଥିବାର କହି ଏହି ସବୁ ଧମକ ଦେଇଛନ୍ତି । ଜାହାକୁ ନେଇ ସେ ମେଣ୍ଟାଲି ଅସ୍ତବ୍ୟସ୍ତ ହେବା ସହ ଏକ ଭିଡ଼ିଓ ଜାରି କରିବାର ୨ ଘଣ୍ଟା ପରେ ସେ ଆତ୍ମହତ୍ୟା କରିଛନ୍ତି ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।