ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଏକ ଅଜବ ଟ୍ରାଫିକ ନିୟମ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।
ତେବେ ଆପଣ ମାନେ ବିଭିନ୍ନ ଦେଶ ରେ ଭିନ୍ନ ଭିନ୍ନ ନିୟମ ବିଷୟରେ ଜାଣିଥିବେ । ଯାହାକୁ ନେଇ ଭିନ୍ନ ଭିନ୍ନ କଥା ପ୍ରଚଳିତ ହୋଇଥାଏ । ତେବେ ସେହିଭଳି ଏକ ଅଜବ ନିୟମ ଦେଖିବାକୁ ମିଳେ ଜର୍ମାନୀ ରେ । ତେବେ ଆମ୍ଭେ ଆପଣଙ୍କୁ ଜର୍ମାନୀ ଏକ ଏଭଳି ଟ୍ରାଫିକ ନିୟମ ବିଷୟରେ କହିବାକୁ ଯାଉଛୁ । ଯେଉଁଥିରେ ଆପଣ ଶୁଣିଲେ ଆପଣ ଚକିତ ହୋଇଯିବେ ।
ତେବେ ଏହି ଦେଶରେ ଟ୍ରାଫିକ ଏକ ନିୟମ ଅଛି ସେହି ନିୟମ ଟି ହେଲା । ଆପଣ ହାଇବେ ରେ ଯେତେ ଜୋର ରେ ଗାଡ଼ି ଚଳାଇଲେ କିଛି ନାହିଁ କିନ୍ତୁ ଯଦି ଗାଡି ଚଳାଇଲା ବେଳେ ଆପଣଙ୍କ ଗାଡି ରୁ ତେଲ ସରି ଯାଏ ତେବେ ଆପଣଙ୍କୁ ସେଠାକାର ଟ୍ରାଫିକ ଆଇନ ଅନୁସାରେ ଦଣ୍ଡନୀୟ କରାଯିବ । ଯାହା ଫଳରେ ଆପଣଙ୍କୁ ଫାଇନ ମଧ୍ୟ ଦେବାକୁ ପଡିବ । ଯାହା ସତରେ ଭାରି ଅଜବ କିନ୍ତୁ ପ୍ରକୃତ ରେ ଏହା ସତ୍ୟ ଅଟେ ।
ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।
ଧନ୍ୟବାଦ ।