ପୁଣି ଥରେ ଜାରି ହେଲା ଲକଡାଉନ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପୁଣି ଥରେ ଜାରି ହେବାକୁ ଯାଉଥିବା ଲକଡାଉନ ର କାରଣ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

ତେବେ ବର୍ତ୍ତମାନ ଭାରତ ର ୫ ଟି ରାଜ୍ୟ ରେ ପ୍ରତିଦିନ ବହୁ ଜୋର ରେ କରନା କେସ ସାମ୍ନା କୁ ଆସିଛି । ତେବେ ସେହି ରାଜ୍ୟ ଗୁଡିକ ହେଲେ ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ଛତିଶଗଡ଼, ପଞ୍ଜାବ,ହରିୟାଣା । ତେବେ ଏହି ୫ ଟି ରାଜ୍ୟ ରେ ଆଜି ୧୪୦୦୦ ରୁ ଉର୍ଢ଼ କରୋନା ରୋଗୀ ଚିନ୍ହଟ ହୋଇଛନ୍ତି । ତେବେ ବର୍ତ୍ତମାନ ଭାରତ ରେ ସ୍ବାସ୍ଥ୍ୟ ବିଭାଗର ୱେବସାଇଟ୍‌ରୁ ମିଳିଥିବା ତଥ୍ୟ ଅନୁସାରେ, ଗତବର୍ଷ ମାର୍ଚ୍ଚ ୧୫ ତାରିଖରେ ରାଜ୍ୟରେ ପ୍ରଥମ ବ୍ୟକ୍ତି କରୋନା ପଜିଟିଭ୍‌ ଚିହ୍ନଟ ହେବା ଦିନ ଠାରୁ ଆଜିଯାଏଁ ୩ ଲକ୍ଷ ୩୬ ହଜାର ୫୧୩ ଜଣ ସଂକ୍ରମିତ ହୋଇଛନ୍ତି ।

 

ଏଥିରୁ ୧ ହଜାର ୯୧୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩ ଲକ୍ଷ ୩୩ ହଜାର ୮୮୦ ଜଣ ସୁସ୍ଥ ହୋଇଛନ୍ତି । ତେବେ ବର୍ତ୍ତମାନ ଦିନକୁ ଦିନ ବଢୁଥିବା କରୋନା କେସ କୁ ଭାରତ ସରକାର ଚିନ୍ତା ରେ ରହିବା ସହ କିଭଳି ଭାବେ କରନା ରୁ ମୁକ୍ତ ରହିବା ପାଇଁ ଲକଡା଼ଉନ କୁ ପନର୍ବାର ଜାରି କରା ହୋଇପାରିବ ସେ ସମ୍ପର୍କରେ ସମସ୍ତ ରାଜ୍ୟ କୁ ନିର୍ଦେଶ ଦିଆଯାଇଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *