ପୁଣି ଥରେ ଭୟ ବଢ଼ାଉଛି କରୋନା । ରାଜ୍ୟରେ ୫୦୦ ଟପିଲା କରୋନା ସଂଖ୍ୟା । ସରକାର ଘୋଷଣା କରିପାରନ୍ତି ଲକଡାଉନ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ରାଜ୍ୟରେ ଦୁନ କୁ ଦିନ  ବଢୁଥିବା କରୋନା କେସ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବ ବର୍ତ୍ତମାନ ସମୟରେ ପୁଣିଥରେ ରାଜ୍ୟରେ ଦିନ କୁ ଦିନ କରୋନା ମାମଲା ସକ୍ରିୟ ହେବାରେ ଲାଗିଛି । ତେବେ ଏହାକୁ ଦୃଷ୍ଟି ରେ ରଖି କରୋନା ର ନୂଆ ମାମଲା ରୁ ବର୍ତ୍ତିବା ପାଇଁ ସରକାର ରାଜ୍ୟ ର ୧୦ ଟି ଜିଲ୍ଲା ରେ ନାଇଟ କର୍ଫ୍ୟୁ ଜାରୀ କରିଛନ୍ତି । ତେବେ ଏହି ନାଇଟ କର୍ଫ୍ୟୁ ରାତ୍ର ୧୦ ଘଟିକା ରୁ ସକାଳ ୫ ତା ପର୍ଯ୍ୟନ୍ତ ଜାରି ରହିବ । 

 

ତେବେ ଏହା ସତ୍ତ୍ୱେ ମଧ୍ୟ ବର୍ତ୍ତମାନ ସମୟରେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୦୦ ରୁ ଅଧିକ କରୋନା ମାମଲା ସାମ୍ନା କୁ ଆସିଲାଣି । ତେବେ ଖୋର୍ଦ୍ଧା ରେ ସର୍ବାଧିକ କରୋନା ମାମଲା ସାମ୍ନା କୁ ଆସିଥିବା ବେଳେ ଏହା ସମସ୍ତ ଙ୍କ ଚିନ୍ତା ର କେନ୍ଦ୍ର ବିନ୍ଦୁ ପାଲଟିଛି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *