ପୁଣି ଫେରିବ ଲକଡାଉନ । କଡାକଡି ହେବ କରୋନା ନିୟମ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ କିଭଳି ଭାବେ ପୁଣି ଥରେ ରାଜ୍ୟରେ  କରନା ନିୟମ କାର୍ଯ୍ୟ କାରୀ କରିବା ପାଇଁ କୁହାଯାଇଛି ସେ ସମ୍ପର୍କରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ବର୍ତ୍ତମାନ ଦେଶ ରେ କରନା କେସ ଦିନକୁ ଦିନ ବଢ଼ିବାରେ ଲାଗିଛି । ତେବେ ଦେଶରେ ପ୍ରତିଦିନ ପାଖାପାଖି ୧୪୦୦୦ ରୁ ଅଧିକ କରନା ସଂକ୍ରମିତ ଦେଖିବାକୁ ମିଳୁଛି । ତେବେ ସେହି ବର୍ଦ୍ଧିତ କରନା ସଂକ୍ରମଣ କୁ ଦୃଷ୍ଟି ରେ ରଖି ଆମ୍ଭ ରାଜ୍ୟ ସରକାର ପୁନରବାର ରାଜ୍ୟରେ କରନା ଗାଇଡ଼ ଲାଇନ କଡାକଡି କରିବା ପାଇଁ  ନିର୍ଦେଶ ଦେଇଛନ୍ତି । 

 

ତେବେ ଏହି କରନା ଗାଇଡ଼ ଲାଇନ ଅନୁସାରେ ପ୍ରତିଦିନ ରାଜଧାନୀ ରେ କରନା ନ ବ୍ୟାପିବା ପାଇଁ ଭିଡ଼ ସ୍ଥାନ ଗୁଡିକୁ ନଜର ରେ ରଖି ସେଠାରେ କିଭଳି ଭିଡ଼ ନହେବ ଏହା ପ୍ରତି ଧ୍ୟାନ ଦିଆଯିବ । ଏହା ଛଡା ମାସ୍କ ପିନ୍ଧି ବା ସମାଜିକ ଦୂରତା ଅବଲମ୍ବନ କରିବା ଆଦି କରିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ ର ମୁଖ୍ୟ ସଚିବ ନିର୍ଦେଶ ଦେଇଛନ୍ତି । ଏହା ଛଡା ଟ୍ଟ୍ରାଫିକ ନିୟମ କଡାକଡି କରିବା ପାଇଁ ମଧ୍ୟ ନିର୍ଦେଶ ଦିଆଯାଇଛି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *