ପୁଣି ଫେରିଲା ଲକଡାଉନ । ୨୮ ତାରିଖ ଯାଏଁ ପୁଣି ହେବ ଲକଡାଉନ …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପୁଣି ଆସିବାକୁ ଯାଇଥିବା ଲକଡାଉନ ସମ୍ପର୍କରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଏହି ଲକଡାଉନ ଭାରତ ର ମହାରାଷ୍ଟ୍ର ର ଜବତମାଲ ଜିଲାରେ ଆସନ୍ତା ୨୮ ତାରିଖ ଯାଏଁ ଜାରି ରହିବ ଲକଡାଉନ । ତେବେ ଏହି ଜିଲ୍ଲା ରେ ଗତ କିଛି ଦିନ ହେବ କରୋନା ରୋଗୀ ଦିନକୁ ଦିନ ବଢ଼ିବା ରେ ଲାଗିଛି । ଯାହାକୁ ନେଇ ସେହି ଜିଲ୍ଲା ର ଜିଲ୍ଲାପାଳ ଦେବନ୍ଦ୍ର ସିଂ ଆଗାମୀ ୨୮ ତାରିଖ ପର୍ଯ୍ୟନ୍ତ ସେହି ଜିଲ୍ଲା ରେ ଲକଡା଼ଉନ ଜାରି କରିଛନ୍ତି ।

 

ତେବେ ଏହି ଡିସେମ୍ବର ମାସ ରୁ ଜାନୁଆରୀ ୨୯ ଭିତରେ ଏହି ଜିଲ୍ଲା ରେ ୨୫ ଜଣ କରୋନା ରୋଗୀ ମୃତ୍ୟୁ ବରଣ କରିଛନ୍ତି । ଏହା ସହ ଏହି ଜିଲା ଗୁଡିକରେ ପ୍ରତିଦିନ ପାଖା ପାଖି ୫୦୦ ରୁ ଉର୍ଦ୍ଧ କରନା ରୋଗୀ ଚିନ୍ହଟ ହେବା ସହ ପ୍ରତିଦିନ କିଛି ନ କିଛି ଲୋକ ମୃତ୍ୟୁ ବରଣ କରୁଛନ୍ତି । ସେଥିପାଇଁ ଏହି ଜିଲ୍ଲା ରେ ସରକାର ଏବଂ ଜିଲ୍ଲାପାଳ ଙ୍କ ନିର୍ଦେଶ କ୍ରମେ ଆଗମୀ ୨୮ ତାରିଖ ପର୍ଯ୍ୟନ୍ତ ଲକଡାଉନ ଜାରି ରହିବ ବୋଲି ନିର୍ଦେଶ ଦେଇଛନ୍ତି ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *