ପୁରୀ ର ଏକ ଘରୋଇ କଲେଜ ର ଛାତ୍ର ଛାତ୍ରୀ ଙ୍କ ଭିଡ଼ିଓ ହେଲା ଭାଇରାଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପୁରୀ ର ଏକ ଘରୋଇ କଲେଜ ଭାଇରାଲ ହୋଇଥିବା ଏହି ପ୍ରେମୀ ଯୁଗଳ ଙ୍କ ବିଷୟରେ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ ।

 

 କଲେଜ ଏକ ମନ୍ଦିର ତେବେ ଏଠାରେ କେବଳ ପାଠ ର ଆଦାନ ପ୍ରଦାନ ହୋଇଥାଏ । ତେବେ ଏହି ମନ୍ଦିର ରେ ପିଲା ମାନେ ନିଜ ଭବିଷ୍ୟତ ଗଢିବା ପାଇଁ ଆସିଥାଆନ୍ତି । ତେବେ ଆଜିକାର ଯୁବକ ଯୁବତୀ ମାନେ କଲେଜ ଯାଉଛନ୍ତି ଷ୍ଟାଇଲ ମାରିବା ପାଇଁ ନିଜର ବାପା ମାନଙ୍କର କେତେ ଟଙ୍କା ଅଛି ଦେଖାଇବା ପାଇଁ ତ ଆଉ କେତେକ ଯାଉଛନ୍ତି ପ୍ରେମ ହୃଦୟ ର ଆଦାନ ପ୍ରଦାନ ପାଇଁ । 

ତେବେ କିନ୍ତୁ ଏଭଳି କିଛି ପିଲା ମାନେ ଅଛନ୍ତି ଯେଉଁମାନେ ନିଜର ମନ ତଥା ଶରୀର ର ମଧ୍ୟ ଆଦାନ ପ୍ରଦାନ କରିବାକୁ କଲେଜ ଯାଉଛନ୍ତି । ତେବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ର ଏକ କଲେଜ ରେ । ତେବେ ସେଠାରେ ଜନ୍ର ଯୁବତୀ ଜଣେ ଯୁବକ କୁ କୁଣ୍ଢାଇ ଧରିବାର ଭିଡ଼ିଓ ବର୍ତ୍ତମାନ ସୋସିଆଲ ମିଡ଼ିଆ ରେ ଘୁରି ବୁଲୁଛି । 

 

Leave a Reply

Your email address will not be published. Required fields are marked *