ପେଟରେ ଥିବା ଛୁଆ ପୁଅ ନା ଝିଅ କେମିତି ଜାଣିବେ। 

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ପେଟ ରେ ଥିବା ଛୁଆ ପୁଅ କି ଝିଅ ସମ୍ପର୍କରେ।  ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ସମସ୍ତ ଗର୍ଭବତୀ ମହିଳା ମାନଙ୍କ ଇଚ୍ଛା ସେମାନେ ନିଜର ପେଟ ଭିତରେ ଥିବା ସନ୍ତାନ ସମ୍ପର୍କରେ କିଛି ଜାଣିବା ପାଇଁ । କିନ୍ତୁ ଏହା ଆଇନ ଅନୁସାରେ ଦଣ୍ଡନୀୟ ସେଥିପାଇଁ ଆମ୍ଭେ ଆପଣଙ୍କୁ କେତେକ ଲକ୍ଷଣ ସମ୍ପର୍କରେ କହିବାକୁ ଯାଉଛୁ । ଯାହାକୁ ଅନୁଧ୍ୟାନ କରି ଆପଣ ନିଜର ସନ୍ତାନ ସମ୍ପର୍କରେ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ ।

 

(୧) ସାଧାରଣତଃ ଖାଦ୍ୟ ଖାଇବାରେ ହେଉଥିବା ପରିବର୍ତନ ପେଟରେ ଥିବା ଛୁଆର ଲିଙ୍ଗ ଉପରେ ନିର୍ଭର କରିଥାଏ । ଏକ ଗବେସଣାରୁ ଜଣା ପଡିଛି ଯେ ଯେଉଁ ମହିଳା ମାନଙ୍କୁ ଖାଦ୍ୟରୁ ଘୃଣାଭାବ ବା ଖାଇ ସାରିବା ପରେ ବାନ୍ତିର ସମସ୍ୟା ବେଶି ହୋଇଥାଏ ତାଙ୍କର ହେବାକୁ ଥିବା ଛୁଆ ପୁଅ ହୋଇପାରେ ।

(୨)ଯଦି ଆପଣଙ୍କ ପେଟର ଆକାର ଗୋଲ ହେଇ ଫୁଲିଛି ତେବେ ଏହା ପୁଅର ଲକ୍ଷଣ ହୋଇଥାଏ , ସେହିପରି ଯଦି ଆପଣଙ୍କ ପେଟର ଆକାର ଚଉଡା ଓ ଗୋଲେଇ ଆକାର ତାହାଲେ ଏହା ଝିଅ ହେବାର ଲକ୍ଷଣ ଅଟେ ।

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *