ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ । ବନ୍ଧୁ ଗଣ ଆପଣ ମାନେ ଜାଣିଛନ୍ତି ଆମେ ଯେ କୌଣସି ରୋଗ ହେଲେ ସଙ୍ଗେ ସଙ୍ଗେ ଡାକ୍ତର ପାଖକୁ ଯାଇଥାଏ ଏବଂ ବହୁତ୍ ଟଙ୍କା ଖର୍ଚ୍ଚ କରିଥାଉ କାହାର ରୋଗ ଭଲ ହେଇଥାଏ କାହାର ରୋଗ ଭଲ ହୁଏ ନି କିନ୍ତୁ ଆଗ କାଳରେ ସମସ୍ତ ରୋଗ ଦେଶୀ ଚିକିଷ୍ୟ ରେ ଭଲ ହେଇ ଥାଏ । ଏମିତି କିଛି ରୋଗ ର ଉପଚାର ପାଇଁ ପଣ୍ଡିତ ଜିତୁ ଦାସ କହିଥିବା ଆଜିର ଅନୁଚିନ୍ତା ଦେଖିବା ପେଟ ଗ୍ୟାସ୍ ହେଲେ କେମିତି ରୋଗ ରୁ ମୁକ୍ତି ପାଇବା ।
ପେଟ ଗ୍ୟାସ୍ ଅବା ଗେଷ୍ଟିକ୍ ହେଲେ ଆମେକୁ ଖାଇବା ପିଇବା ରେ ବହୁତ୍ ଅସୁବିଧା ହେଇଥାଏ ଆମକୁ ବହୁତ୍ କଷ୍ଟ ହେଇ ଥାଏ ଆମେ ଡାକ୍ତର ଦେଖେଇ ଥାଉ ଏବଂ ବହୁତ୍ ତାଙ୍କ ଖର୍ଚ୍ଚ କରି ଥାଉ କିନ୍ତୁ ପଣ୍ଡି ଜିତୁ ଦାସ ଆଜିର ଅନୁଚିନ୍ତା ରେ ଏମିତି କିଛି ଉପାୟ କହିବେ ଯାହା କରିବା ଦ୍ୱାରା ଆଉ କେବେ ବି ଗେଷ୍ଟିକ ରୋକ ହେବ ନାହିଁ ।
ଗେସ୍ତିକ୍ ସମସ୍ୟା ଥିଲେ ଖାଇବା ପୂର୍ବରୁ ସଖାଳ ସମୟରେ ଥରେ ରାତି ସମୟରେ ଥରେ ଟିକେ ଅଦା ଏବଂ ଟିକେ ସୈଧବ ଲବଣ ( କଳା ଲୁଣ ) ମିଶେଇ ଅଦା ଖଣ୍ଡ କ ପାଟିରେ ପକେଇ ଦିଅନ୍ତୁ ଏବଂ ଚୁବେଇ କି ଖାଇଦିଆନ୍ତୁ । ତାପରେ ଖାଦ୍ୟ ଖାନ୍ତୁ ଏମିତି ଗୋଟେ ମାସ କରନ୍ତୁ ଆଉ ଗ୍ୟାସ ସମସ୍ୟା ରହିବା ନାହିଁ । ଏମିତି କଲେ ଏହା ଦେହ ପାଇଁ ବହୁତ୍ ଲାଭଦାୟକ ।
ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।