ପ୍ରତିଦିନ ଆପଣାନ୍ତୁ ମାତ୍ର କିଛି ଦିନ ରେ ବ୍ରଣ କଳା ଦାଗ ର ସମୂଳ ନାଶ ୧୦୦ ଗ୍ୟାରେଣ୍ଟି…

ନମସ୍କାର ବନ୍ଧୁଗଣ ଆପଣ ମାନଙ୍କୁ ଆମ ଓଡ଼ିଶା ଖବର ପୋର୍ଟାଲ୍ କୁ ସ୍ଵାଗତ ଜଣାଉଛୁ। ଆଜି ଆମେ ତ୍ୱାଚା କୁ ନେଇ  କିଛି ଆପଣ ଙ୍କୁ  ଡାକ୍ତରୀ ଟିପ୍ସ ଦେବୀ ଯାହା ଜାଣିବା ପାଇଁ ଆମ ଖବର କୁ ଶେଷ ଯାଏ ପଢନ୍ତୁ।

 

ଆଜି ଆମେ ସ୍କିନ୍ ଉପରେ କିଛି ଡାକ୍ତରୀ ଟିପ୍ସ ନେଇ ଆସିଚୁ । ଯାହାକି ଯଦି ଆପଣ ସ୍କିନ ତେଲିଆ ଅଟେ କି ଆପଣ ଙ୍କ ସ୍କିନ୍ ରେ ଅତ୍ୟଧିକ ବ୍ରଣ ବାହାରୁଚି କି ଆପଣ ଙ୍କ ସ୍କିନ ବୟସ୍କ ଭଳି ଲାଗୁଚି , ମୁହଁ ରେ କଳା ଦାଗ ଅଛି ତେବେ ଆଜି ଆମେ ଆପଣ ପାଇଁ ଏମିତି ଏକ ଫେସ୍ ପେକ୍ ନେଇ ଆସିଚୁ ଯାହା ଜାଣିବା ଜରୁରୀ ଅଟେ ।

 

ଆଜି ଆମେ ଜଉ ଫେସ୍ ପେକ କହିବୁ ତାହା ପକୃତିକ ହେଇଥିବା ସହ ବହୁ ଉପକାରୀ ଅଟେ । ତେବେ ଏହି ଫେସ୍ ପେକ କୁ ବନେଇବା ପାଇଁ ଆବଶ୍ୟକ ଜିନିଷ ଯାହା ବଜାର ରୁ ସହଜ ରେ ମିଳିଯିବ । 

 

ଏହି ପେକ୍ ପାଇଁ ଆପଣ ଙ୍କୁ ପ୍ରଥମେ ବେସନ ଦରକାର ।ଗୋଟେ ଟୋକି ରେ ଅଧେ ଚାମଚ୍ ବେସନ ନିଅନ୍ତୁ ଯାହା ଆମ ସ୍କିନ୍ କୁ ଗୋରା ଆଉ ହେଲଡି ବନେଇବା ପାଇଁ ସାହାଯ୍ୟ କରିଥାଏ। ଏହା ମଧ୍ୟ ତେଲିଆ ସ୍କିନି ପାଇଁ ବହୁତ ଆବଶ୍ୟକ । ଏହା ପରେ ଆପଣ ଯେତିକି ବେସନ ନେଇଛନ୍ତି ସେତିକି ପରିମାଣ ର ଚାଉଳ ଚୁନା ନିଅନ୍ତୁ । ତାହାପରେ ଅଧା ଚାମଚ ଲେମ୍ବୁ ରସ ନିଅନ୍ତୁ । ତାପରେ କିଛି ମହୁ ନିଅନ୍ତୁ କାରଣ ମହୁ ଆମ ସ୍କିନୀ ରେ ଥିବା ବ୍ରଣ କୁ ଦୁର କରେ ସ୍କିନ୍ ରେ ଥିବା ବେକ୍ତେରୀଆ କୁ ମଧ୍ୟ ଦୁର କରେ । ତାପରେ ହଳଦୀ ଗୁଣ୍ଡ ନିଅନ୍ତୁ । ହଳଦୀ ର କାମ ତ ଯାଇନି ଥିବେ ହଳଦୀ ସମସ୍ତ ଦାଗ କୁ ଲେଭେଇ ଥାଏ ଏବଂ ସ୍କିନ୍ କୁ ଗୋରା କରି ଥାଏ । ତାପରେ ଦରକାର ଗୋଲାପ ଜଳ ଯାହାକୁ ପକେଇ ଗୋଳାନ୍ତୁ ।

 

ଏହାପରେ ସେହି ପେଷ୍ଟ କୁ ସ୍କିନ୍ ରେ ଲଗାନ୍ତୁ । ଆସନ୍ତୁ ଜାଣିବା କେମିତି ବ୍ୟବହାର କରିବା । ଏହାକୁ ପ୍ରଥମେ ଆମ ପୁରା ମୁହଁ ରେ ଲଗାନ୍ତୁ ୫ ରୁ ୭ ମିନିଟ୍ ପର୍ଯ୍ୟନ୍ତ ଲଗେଇ ରଖନ୍ତୁ ତାହାପରେ ନର୍ମାଲ ପାଣି ରେ ମୁହଁ କୁ ସଫା କରି ଦିଅନ୍ତୁ । ଏମିତି ଗୋଟେ ମାସ କରନ୍ତୁ ଆପଣ ଙ୍କ ର ଚେହେରା ପୁରା ଚମକିବ।

 

ଯଦି ଆମର ଏହି ଖବର ଆପଣଙ୍କୁ  ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *