ପ୍ରଥମ ଥର ପାଇଁ ଆସିଲା ଏହି ଭିଡ଼ିଓ । ଯାଜପୁର ଓ ଭଦ୍ରକ ର ମହାଶବ୍ଦ ।

ନମସ୍କାର ବନ୍ଧୁଗଣ ଆମେ ସ୍ୱାଗତ କରୁଛୁ ଆମ ଓଡ଼ିଶା ଖବର ପୋର୍ଟାଲ କୁ ଆଜି ଆମେ ଦେଖିବା ଯାଜପୁର ମହାଶବ୍ଦ ବିଷୟରେ ମାଳିକା କଥା ସତ ହେବାକୁ ଲାଗିଲାଣି ଯାଜପୁର ଓ ଭଦ୍ରକ ରେ ଯେଉଁ ଘଟଣା ଘଟିଛି ତାହା ପୁରା ରାଜ୍ୟ ବାସୀ ଶୁଣି ଆତଙ୍କିତ ଆସନ୍ତୁ ଦେଖିବା ଏହି ଭିଡ଼ିଓ ଆଜି

ଯାଜପୁର ରେ ଏହି ଘଟଣା 19 ତାରିଖ ଦିନ 3 ଟା ବେଳେ ଏହି ଘଟଣା ଘଟିଥିଲା । ଏହାକୁ ନେଇ ପୁରା ରାଜ୍ୟ ବାସୀ ଆତଙ୍କିତ କେହି କେହି ଲୋକ କହିଲେ ଯେ ଏତେ ଜୋର ଶବ୍ଦ ହେଲା ଆମେ ଭାବିଲୁ ପାକିସ୍ତାନ ବୋମା ପକେଇ ଦେଲା । କେହି କେହି ଏ ଶବ୍ଦ ଶୁଣି ନର୍ଭସ ହୋଇଯାଇଥିଲେ । ଆସନ୍ତୁ ଦେଖିବା ଏହି ଭିଡ଼ିଓ ।

ଯଦି ଆମର ଏହି ଖବର ଆପଣଙ୍କୁ ଭଲ ଲାଗିଛି ତାହେଲେ ତଳେ ଗୋଟିଏ ଲାଇକ କରନ୍ତୁ । ଅନ୍ୟ ମାନଙ୍କ ପାଖରେ ଏହି ଖବର ପହଞ୍ଚେଇବାକୁ ଗୋଟିଏ ସେୟାର କରନ୍ତୁ । ଜୟ ଜଗନ୍ନାଥ । ଆପଣ ଙ୍କ ଦିନଟି ସୁଭମୟ ହେଉ ।

Leave a Reply

Your email address will not be published. Required fields are marked *