ପ୍ରଥମ ଥର ପାଇଁ ଶଶୁର ଘରକୁ ଗଲେ ସଭ୍ୟ । ଜାଣନ୍ତୁ କିଭଳି ହେଲା ଜ୍ବାଇଁ ଚର୍ଚ୍ଚା …

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ ଓଲିଉଡ ର ସୁପରଷ୍ଟାର ତଥା ଓଲିଉଡ ର ଚର୍ଚ୍ଚିତ ଯୋଡି ସଭ୍ୟଅର୍ଚିତା କିଭଳି ଭାବେ କିଭଳି ଭାବେ ପ୍ରଥମ ଥର ପାଇଁ ଅର୍ଚ୍ଚିତା ଙ୍କ ଘରକୁ  ଯାଇଛନ୍ତି ସେ ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ଆପଣ ମାନେ ଜାଣିଥିବେ ଗତ ମାର୍ଚ୍ଚ ୧ ତାରିଖ ଦିନ ଉଭୟ ହିରୋ ଏବଂ ହିରୋଇନ ଙ୍କ ର ହିନ୍ଦୁ ରୀତିନୀତି ଅନୁସାରେ ବାହାଘର ସମାପନ କାର୍ଯ୍ୟ ଶେଷ କରିଥିଲେ । ଯାହାକୁ ନେଇ ସାରା ଓଡିଶା ବାସୀ ଆଶ୍ଚଯ୍ୟ ର ସହିତ ଅନାଇ ବସିଥିଲେ ତାହା ସତ ହୋଇଥିଲା । 

 

ତେବେ ଏହା ପରେ ଉଭୟ ସଭ୍ୟ ଏବଂ ଅର୍ଚ୍ଚିତା ନିଜର ବହୁତ ଅନ୍ତରଙ୍ଗ ମୁହୂର୍ତ୍ତ ରାଜସ୍ଥାନ ରେ ବିତାଇବା ପରେ ଓଡିଶା କୁ ଫେରି ଥିଲେ ।ତେବେ ଓଡିଶା ରେ ବିଭିନ୍ନ ସ୍ଥାନ ରୁ ନିଜ ଭଲପାଇବା ପାଇଥିଲେ । ତେବେ ପରବର୍ତ୍ତୀ ମୁହୁର୍ତ୍ତ ରେ ଉଭୟ ଯୋଡି ନିଜର ଅନ୍ତରଙ୍ଗ ମୁହୁର୍ତ୍ତ କାଟିବାକୁ ଓଡ଼ିଶାର ବିଭିନ୍ନ ସ୍ଥାନ ମଧ୍ୟ ଯାଇଥିଲେ । 

 

ଏହା ପରେ ଦୁହିଁ ଜଣ ଆଜି ହୋଲି ପର୍ବ କୁ ବହୁ ଧୁମ ଧାମ ରେ ପାଳନ କରିଛନ୍ତି । ତେବେ ବର୍ତ୍ତମାନ ସଭ୍ୟ ନିଜ ପତ୍ନୀ ତଥା ନିଜ ଶହଭାଗିନୀ ଅର୍ଚ୍ଚିତା ଙ୍କୁ ଧରି ଅର୍ଚ୍ଚିତା ଙ୍କ ଘରେ ପହଞ୍ଚିଛନ୍ତି । ତେବେ ତାଙ୍କୁ ସେଠାରେ ବହୁ ଧୁମ ଧାମ ରେ ସ୍ୱାଗତ କରାଯାଇଛି । ଶାଶୁ ତାଙ୍କୁ ନିଜ ପୁଅ ଭଳି ଭାବି ତାଙ୍କ ପାଇଁ କେତେ ଖାଇବା ପରର୍ସି ଦେଇଛନ୍ତି ।

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

 

Leave a Reply

Your email address will not be published. Required fields are marked *