ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ପାଇଁ ହେଲା ବଡ଼ ଘୋଷଣା । ଏହି ଦିନ ଖୋଲିବ ସ୍କୁଲ…

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମରେ ଆମେ ଆପଣ ମାନଙ୍କୁ । ଜଣାଇ ବାକୁ ଯାଉଛୁ  କିଭଳି ଜଣେ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ୟ୍ଯନ୍ତ ସ୍କୁଲ ଖୋଲିବା ନେଇ ସରକାର କରିଥିବା ନିଷ୍ପତି ବିଷୟରେ କହିବାକୁ ଯାଉଛୁ । ତେବେ ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । 

 

ତେବେ ବର୍ତ୍ତମାନ ସମୟରେ ଏକ ବର୍ଷ ଧରି ରାଜ୍ୟ ରେ ସମସ୍ତ ସ୍କୁଲ ବନ୍ଦ ରହିଥିବା ବେଳେ ପିଲାମାନେ ପାଠ ପଢିବା ପାଇଁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଛନ୍ତି । ତେବେ ଭାରତ ରେ ବର୍ତ୍ତମାନ ବହୁ ସହର କରୋନା ର ନୂଆ ଷ୍ଟ୍ରେନ ଆରମ୍ଭ ହୋଇ ଗଲାଣି । ତେବେ ସେଥିପାଇଁ  ବିଭିନ୍ନ ସ୍ଥାନ ରେ କରୋନା କୁ ନେଇ ବିଭିନ୍ନ ନିୟମ କଡାକଡି ପାଳନ କରାଯାଉଛି । ତେବେ କରୋନା ର ବର୍ଦ୍ଧିତ ଷ୍ଟ୍ରେନ କୁ ଦୃଷ୍ଟି ଆଗରେ ରଖି । 

 

ରାଜ୍ୟ ସରକାର ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ର ସମୟ ବର୍ତ୍ତମାନ ସମୟରେ ପରିବର୍ତ୍ତନ ହୋଇ ଯାଇଛି । ଆମ୍ଭେ ମାନେ କିଛି ଦିନ ହେବ ଏକ ନ୍ୟୁଜ ପାଇଥିଲେ । ଯେଉଁଥିରେ ସରକାର ରାଜ୍ୟ ର ସମସ୍ତ ପ୍ରଥମ ରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପିଲା ବିନା ପରୀକ୍ଷା ରେ ପାସ ବୋଲି ଘୋଷଣା କରିଥିଲେ । ଯାହା ଗଣଶିକ୍ଷା ମନ୍ତ୍ରୀ ଙ୍କ କହିବା ଅନୁସାରେ ସେହି ପ୍ରଥମ ରୁ ଅଷ୍ଟମ ଶ୍ରେଣୀର ପିଲା ମାନ ଙ୍କ କ୍ଲାସ ଖୋଲିବାର ସମୟ ଯେଉଁଠି ଏପ୍ରିଲ ମାସ କୁହାଯାଇଥିଲା ସେମାନଙ୍କ ର କ୍ଲାସ ଖୋଲିବା ସମୟ ଜୁନ ମାସ କୁ ବା ଖରାଦିନ ଛୁଟି ପର୍ଯ୍ୟନ୍ତ ଘୁଞ୍ଚି ଯିବାର ସମ୍ଭବନା ଦେଖା ଯାଉଚି। 

 

ତେବେ ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *