ପ୍ରଦୀପ କହିଲେ ୨୦୨୪ ରେ ମହିଳା ମହିଳା ହେବେ ମୁଖ୍ୟ ମନ୍ତ୍ରୀ । ଆସନ୍ତୁ ଜାଣିବା କିଏ ହୋଇପାରନ୍ତି ଏହି ମହିଳା….

ସତ୍ୟ ହେବ କି ମାଳିକା ବଚନ ? କଣ ଜଣେ ମହିଳା ହେବେ ୨୦୨୪ ରେ ଓଡିଶା ର ମୁଖ୍ୟମନ୍ତ୍ରୀ ।

 

ନମସ୍କାର ବନ୍ଧୁ ଗଣ ଆପଣ ମାନଙ୍କୁ  ଆମ ର ଏହି ସୁନ୍ଦର ୱେବ ପୋର୍ଟାଲ କୁ ସ୍ୱାଗତ କରୁ ଅଛୁ । ଆଜି ଏହି ପୋଷ୍ଟ ମାଧ୍ୟମ ରେ  ଆମେ ଆପଣ ମାନଙ୍କୁ ଜଣାଇ ବାକୁ ଯାଉଛୁ ଯେ ମାଳିକା ରେ ଲେଖା ଥିବା ସେହି ଉକ୍ତି ଯାହା ୨୦୧୪ ଓଡିଶା ଇତିହାସ ରେ ଲେଖା ହେବ । ଆପଣ ଏହି ପୋଷ୍ଟ କୁ ଆରମ୍ଭ ରୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ । 

 

ଆଉ ଜାଣି ପାରିବେ ସମ୍ପୂର୍ଣ୍ଣ ତଥ୍ୟ । ଆପଣ ମାନେ ମାଳିକା ର କଥା ବିଷୟରେ ଆଗରୁ ଜାଣିଥିବେ । ସନାତନ ଧର୍ମ ର ପ୍ରତି ବିଶ୍ୱାସ ସହ ମାଳିକା ଅଙ୍ଗା ଅଙ୍ଗୀ ଭାବେ ଜଡ଼ିତ । କୁହାଯାଏ କି ମାଳିକା ବଚନ ସ୍ୱୟଂ ଜଗତର ନାଥ ଜଗନ୍ନାଥ ଙ୍କ ଆଶ୍ରିବାଦ ବାଦ ପ୍ରାପ୍ତ ହାଡ଼ିଦାସ ଅଚ୍ୟୁତ ଙ୍କ ମୁଖ ନିସୃତ ବାଣୀ । ଯାହା ସଦା ସର୍ବଦା ସତ୍ୟ ହୋଇ ଆସିଛି ।

 

 ସେହି ପରି ଏକ କଳ୍ପନା ଜଳ୍ପନା କରିଛନ୍ତି ହାଡ଼ିଦାସ ଅଚ୍ୟୁତ ନିଜର ମାଳିକା ରେ ସେ କହିଛନ୍ତି ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ରେ ଓଡିଶା ରାଜନୀତି ଘଟିବାକୁ ଯାଉଛି ଏକ ନୂତନ ପରିବର୍ତ୍ତନ । ଜଣେ ମହିଳା ହେବାକୁ ଯାଉଛନ୍ତି ଓଡିଶା ର ମୁଖ୍ୟମନ୍ତ୍ରୀ । ତେବେ ସେହି ମହିଳା ଜଣକ କିଏ ତାକୁ ନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ସେମାନଙ୍କ ଭିତରୁ କେତେକ ଗୀତା ମେହେଟା ଙ୍କ ନାମ କହୁଥିବା ବେଳେ କେତେକ ଅପରାଜିତା ଷଡଙ୍ଗୀ ଙ୍କ ନାମ ଚର୍ଚ୍ଚା ଜୋର ଧରିଛି ।

ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

 

ଧନ୍ୟବାଦ ।

Leave a Reply

Your email address will not be published. Required fields are marked *